୨୬ ବର୍ଷର ଯୁବ ଖେଳାଳିଙ୍କ ଠାରୁ ଭଲ ୩୬ ବର୍ଷର ଏହି କ୍ରିକେଟର୍‌: ରବି ଶାସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଧୋନୀଙ୍କ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ଶାସ୍ତ୍ରୀ କହିଛନ୍ତି ଯେ, ଏବେବି ୨୬ ବର୍ଷର ଯୁବ ଖେଳାଳିଙ୍କୁ ପଛରେ ପକାଇବାର କ୍ଷମତା ଧୋନୀଙ୍କର ରହିଛି। ଧୋନୀ କ୍ରିକେଟ୍ ପାଇଁ ଆହୁରି ଅଧିକ କିଛି କରିପାରିବେ। ଆହୁରି ଅନେକ ଦିନ ଯାଏଁ ଟିମ୍‌ ଇଣ୍ଡିଆରେ ତାଙ୍କର ଆବଶ୍ୟକତା ରହିଛି। ୩୬ ବର୍ଷ ବୟସରେ ବି ଧୋନୀଙ୍କର ନା ଫିଟ୍‌ନେସରେ କମିଛି ନା ମୋଟିଭେସନ୍‌। […]

Ravi Shastri

Ravi Shastri

Ordigital Desk
  • Published: Thursday, 28 December 2017
  • Updated: 28 December 2017, 11:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଧୋନୀଙ୍କ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ଶାସ୍ତ୍ରୀ କହିଛନ୍ତି ଯେ, ଏବେବି ୨୬ ବର୍ଷର ଯୁବ ଖେଳାଳିଙ୍କୁ ପଛରେ ପକାଇବାର କ୍ଷମତା ଧୋନୀଙ୍କର ରହିଛି। ଧୋନୀ କ୍ରିକେଟ୍ ପାଇଁ ଆହୁରି ଅଧିକ କିଛି କରିପାରିବେ। ଆହୁରି ଅନେକ ଦିନ ଯାଏଁ ଟିମ୍‌ ଇଣ୍ଡିଆରେ ତାଙ୍କର ଆବଶ୍ୟକତା ରହିଛି। ୩୬ ବର୍ଷ ବୟସରେ ବି ଧୋନୀଙ୍କର ନା ଫିଟ୍‌ନେସରେ କମିଛି ନା ମୋଟିଭେସନ୍‌। ଧୋନୀଙ୍କ ଦକ୍ଷତା କୌଣସି କ୍ରିକଟରଙ୍କଠାରୁ କମ ନୁହେଁ ବୋଲି ଶାସ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ରୋହତି ଶର୍ମାଙ୍କ ଆକର୍ଷଣୀୟ ବ୍ୟାଟିଂ ପାଇଁ  ରବି ଶାସ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ ଏତେ ଖୁସି ହୋଇଯାଇଥିଲେ ଯେ ରୋହତିଙ୍କୁ ଏକ ନୂଆ ନାଁ ମଧ୍ୟ ଦେଇଦେଇଥିଲେ। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଭାରତ ୧୪୧ରନରେ ଜିତିବା ପରେ ବିସିସିଆଇ ଟ୍ୱିଟର୍‌ରେ ଏକ ଭିଡ଼ିଓ ଅପଲୋଡ କରିଥିଲା। ଯେଉଁଥିରେ ରବି ଶାସ୍ତ୍ରୀ, ରୋହିତ ଶର୍ମାଙ୍କ ଇଣ୍ଟରଭ୍ୟୁ ନେଉଥିବାର ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓରେ ରୋହିତଙ୍କ ଦ୍ୱିଶତକୀୟ ପାଳି ପାଇଁ ରବି ଶାସ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ- ‘ଆଜି ତୁମେ ଆମ ପାଇଁ ରୋହିତ ପଇସା ୱସୁଲ ଶର୍ମା’। ଯାହା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାପରେ ଟି-ଟ୍ୱେଣ୍ଟିରେ ବି ସବୁଠୁ କମ ବଲରେ ଶତକ ହାସଲ କରି ରୋହିତ ଯେଉଁଭଳି କିର୍ତ୍ତୀମାନ ତିଆରି କରିଛନ୍ତି ଏହାକୁ ପ୍ରଶଂସା ନ କରି ରହିପାରି ନାହଁନ୍ତି ଶାସ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story