କ୍ରିକେଟ୍‌ରେ କଳଙ୍କ: ଆଇପିଏଲ୍‌ରୁ ବିଦା ହୋଇପାରନ୍ତି ଏହି ଦୁଇ ଦାଗି ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ କ୍ରିକେଟର୍‌ ବାଂକ୍ରପ୍ଟ ବଲ୍ ଟାମ୍ପରିଂ କରିଥିବା ନେଇ ଧରାପଡ଼ିବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ସଙ୍କଟ ଦେଖାଦେଇଛି। ସାରା ବିଶ୍ୱରେ ଏହି ଘଟଣାକୁ ନିନ୍ଦା କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେବାପରେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଉପ ଅଧିନାୟକ ଡେଭିଡ୍ ୱାର୍ନର ପଦ ଛାଡ଼ିଛନ୍ତି। ଏହି ବିବାଦ ଏବେ ଥମିବାରେ ନାଁ ନେଉନି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ ଠାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ବଲ୍‌ ଟାମ୍ପରିଂ […]

IPL-Main2

IPL-Main2

Ordigital Desk
  • Published: Sunday, 25 March 2018
  • Updated: 25 March 2018, 06:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ କ୍ରିକେଟର୍‌ ବାଂକ୍ରପ୍ଟ ବଲ୍ ଟାମ୍ପରିଂ କରିଥିବା ନେଇ ଧରାପଡ଼ିବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ସଙ୍କଟ ଦେଖାଦେଇଛି। ସାରା ବିଶ୍ୱରେ ଏହି ଘଟଣାକୁ ନିନ୍ଦା କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେବାପରେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଉପ ଅଧିନାୟକ ଡେଭିଡ୍ ୱାର୍ନର ପଦ ଛାଡ଼ିଛନ୍ତି। ଏହି ବିବାଦ ଏବେ ଥମିବାରେ ନାଁ ନେଉନି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ ଠାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ବଲ୍‌ ଟାମ୍ପରିଂ ଭଲି ମାମଲା ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଚାଲିଥିବା ବେଳେ ସମସ୍ତଙ୍କ ନଜର ଏବେ ଆଇସିସି ଉପରେ ରହିଛି। ଆଇସିସି ଯଦି ସ୍ମିଥ ଓ ୱାର୍ନର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତେବେ ଏହାର ପ୍ରଭାବ ଆଇପିଏଲ ଉପରେ ପଡ଼ିବ।

ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଟିମ୍‌ର ଅଧିନାୟକତ୍ୱ ସ୍ମିଥ୍‌ କରିବାକୁ ଯାଉଥିବା ବେଳେ ହାଇଦ୍ରାବାଦ ଟିମ୍‌ର ଅଧିନାୟକତ୍ୱ ୱାର୍ନର କରିବାକୁ ଯାଉଛନ୍ତି। ଯଦି ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତେବେ ଆଇପିଏଲରୁ ଏହି ଦୁଇ କ୍ରିକେଟର୍ ବାହାର ହୋଇପାରନ୍ତି। ଫଳରେ ଉଭୟ ରାଜସ୍ଥାନ ଓ ହାଇଦ୍ରାବାଦ ଅନେକ ମାତ୍ରାରେ କ୍ଷତି ସହିବ। ହାଇଦ୍ରାବାଦ ଟିମ୍‌ ପାଇଁ ଏହି ଘଟଣା ଅଧିକ ଚିନ୍ତାର ବିଷୟ ପାଲଟିଛି। କାରଣ ହାଇଦ୍ରାବାଦ ୱାର୍ନରଙ୍କ ପାଇଁ ଏଥର ୧୨.୭ କୋଟି ଟଙ୍କା ଖର୍ଚ୍ଚ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story