ଶ୍ୱେତା ବଡି ବିଲ୍ଡିଂରେ ନୂଆ ମିସ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୧୫ ଏସିଆନ୍ ବଡି ବିଲ୍ଡିଂରେ ରୌପ୍ୟ ପଦକ ଜିତିଥିବା ଶ୍ୱେତା ରାଠୋର ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ବଡି ବିଲ୍ଡିଂ ଚାମ୍ପଅନସିପ୍ ଜିତି ଯାଇଛନ୍ତି। ଆଉ ବନି ଯାଇଛନ୍ତି ବଡି ବିଲ୍ଡିଂରେ ନୂଆ ମିସ୍‌ ଇଣ୍ଡିଆ। ଜୟପୁରର ଶ୍ୱେତା ବର୍ତ୍ତମାନ ତିନିଟି ଟାଇଟଲ୍‌ର ଅଧିକାରୀ ହୋଇଯାଇଛନ୍ତି। ସେଗୁଡ଼ିକ ହେଉଛି- ମିସ୍ ମୁମ୍ବାଇ, ମିସ୍ ମହାରାଷ୍ଟ୍ର ଓ ମିସ୍ ଇଣ୍ଡିଆ। ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆଗାମୀ ଅଗଷ୍ଟ ମାସରେ ଭୁଟାନରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍‌ସିପ୍ ଓ […]

shweta-rathore

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 05:55 PM IST

ନୂଆଦିଲ୍ଲୀ: ୨୦୧୫ ଏସିଆନ୍ ବଡି ବିଲ୍ଡିଂରେ ରୌପ୍ୟ ପଦକ ଜିତିଥିବା ଶ୍ୱେତା ରାଠୋର ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ବଡି ବିଲ୍ଡିଂ ଚାମ୍ପଅନସିପ୍ ଜିତି ଯାଇଛନ୍ତି। ଆଉ ବନି ଯାଇଛନ୍ତି ବଡି ବିଲ୍ଡିଂରେ ନୂଆ ମିସ୍‌ ଇଣ୍ଡିଆ।

ଜୟପୁରର ଶ୍ୱେତା ବର୍ତ୍ତମାନ ତିନିଟି ଟାଇଟଲ୍‌ର ଅଧିକାରୀ ହୋଇଯାଇଛନ୍ତି। ସେଗୁଡ଼ିକ ହେଉଛି- ମିସ୍ ମୁମ୍ବାଇ, ମିସ୍ ମହାରାଷ୍ଟ୍ର ଓ ମିସ୍ ଇଣ୍ଡିଆ।

ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆଗାମୀ ଅଗଷ୍ଟ ମାସରେ ଭୁଟାନରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍‌ସିପ୍ ଓ ଡିସେମ୍ବରରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନ୍‌ସିପ୍।

ଶ୍ୱେତା ଜଣେ ବି.ଟିକେ ଡିଗ୍ରୀଧାରୀ।

Related story