ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଭାରତ ଗସ୍ତ ଲାଗି ପାକ୍‌ ଟିମ୍‌କୁ ଅନୁମତି

ଲାହୋର: ଶେଷରେ ପାକ୍‌ ଟିମ୍‌କୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିବାକୁ ସେଠିକାର ସରକାର ଅନୁମତି ଦେଇଛନ୍ତି। ପାକିସ୍ତାନ ଗୃହମନ୍ତ୍ରୀ ଚୌଧୁରୀ ନିସାର ଖାନ୍‌ ଟିମ୍‌କୁ ଭାରତ ଗସ୍ତ ଲାଗି ଅନୁମତି ଦେଇଛନ୍ତି। ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ପାକିସ୍ତାନ ଟିମ୍‌ ବାହାରିବ। ଟିମ୍‌ ଦୁବାଇ ଦେଇ କୋଲକାତାରେ ପହଞ୍ଚିବାର ସମ୍ଭାବନା ରହିଛି।

india-vs-pakistan

Rakesh Mallick
  • Published: Friday, 11 March 2016
  • , Updated: 12 March 2016, 10:01 AM IST

Related story