ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌: ପାକିସ୍ତାନ-ୱେଷ୍ଟଇଣ୍ଡିଜ ମୁକାବିଲା

ଚେନ୍ନାଇ: ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ ଗ୍ରୁପ୍‌-ବିର ଆଜି ଗୋଟିଏ ମ୍ୟାଚ୍‌ ଖେଳାଯିବ। ଚେନ୍ନାଇରେ ହେବା ଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ଭେଟିବ। ଭାରତୀୟ ସମୟ ରାତି ୭ଟା ୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

PAK- WIS

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 07:37 AM IST

Related story