ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ପୁରୁଷରେ ଶ୍ରୀଲଙ୍କା-ଆଫଗାନିସ୍ତାନ, ମହିଳାରେ ବାଂଲାଦେଶ-ଇଂଲଣ୍ଡ ମୁକାବିଲା

କୋଲକାତା: ଇଡେନ ଗାର୍ଡେନ୍‌ରେ ଆଜି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍‌ ମ୍ୟାଚ୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ରାତି ୭ଟା ୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ଗ୍ରୁପ୍‌-୧ରେ ସ୍ଥାନ ପାଇଥିବା ଉଭୟ ଟିମ୍‌ର ଏହା ହେଉଛି ଫାଷ୍ଟ ମ୍ୟାଚ୍‌। ସେହିପରି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ରେ ଆଜି ବାଂଲାଦେଶ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ।

Afghanistan-vs-Sri-lanka

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 06:48 AM IST

କୋଲକାତା: ଇଡେନ ଗାର୍ଡେନ୍‌ରେ ଆଜି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍‌ ମ୍ୟାଚ୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ରାତି ୭ଟା ୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ଗ୍ରୁପ୍‌-୧ରେ ସ୍ଥାନ ପାଇଥିବା ଉଭୟ ଟିମ୍‌ର ଏହା ହେଉଛି ଫାଷ୍ଟ ମ୍ୟାଚ୍‌।

ସେହିପରି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌ରେ ଆଜି ବାଂଲାଦେଶ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ।

Related story