ଦକ୍ଷିଣ ଆଫ୍ରିକାରେ ଏହି ଭାରତୀୟ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜରୁ ଆସନ୍ତା କାଲି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ଭାରତ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ୭୨ ରନରେ ପରାସ୍ତ ହୋଇଥିଲା। କେପ୍‌ଟାଉନ୍‌ ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିପକ୍ଷ ଦଳର ବୋଲରଙ୍କୁ ସାମ୍ନା କରିପାରିନଥିଲେ। ଭାରତର ପ୍ରଥମ ଇଂନିସ ୨୦୯ ରନରେ ଅଲ ଆଉଟ୍‌ ହୋଇଥିବା ବେଳେ ଦ୍ୱିତୀୟ ଇଂନିସ ମାତ୍ର ୧୩୫ ରନରେ ଆଉଟ୍ ହୋଇଯାଇଥିଲା। […]

india-dejected-england

india-dejected-england

Ordigital Desk
  • Published: Friday, 12 January 2018
  • Updated: 12 January 2018, 12:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜରୁ ଆସନ୍ତା କାଲି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ଭାରତ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ୭୨ ରନରେ ପରାସ୍ତ ହୋଇଥିଲା। କେପ୍‌ଟାଉନ୍‌ ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିପକ୍ଷ ଦଳର ବୋଲରଙ୍କୁ ସାମ୍ନା କରିପାରିନଥିଲେ। ଭାରତର ପ୍ରଥମ ଇଂନିସ ୨୦୯ ରନରେ ଅଲ ଆଉଟ୍‌ ହୋଇଥିବା ବେଳେ ଦ୍ୱିତୀୟ ଇଂନିସ ମାତ୍ର ୧୩୫ ରନରେ ଆଉଟ୍ ହୋଇଯାଇଥିଲା। ଯେଉଁଥିରେ ଏକାଧିକ ବ୍ୟାଟ୍ସମ୍ୟାନ ନିଜ ଖାତା ମଧ୍ୟ ଖୋଲିପାରିନଥିଲେ।

ଟେଷ୍ଟରେ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥାଏ। ଆଜିପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କ ଦେଶରେ ଖେଳାଯାଇଥିବା ମ୍ୟାଚରୁ ୧୦ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଏମିତି ଅଛନ୍ତି ଯେଉଁମାନଙ୍କର ପ୍ରଦର୍ଶନ ଅତି ଖରାପ ରହିଛି। ଏହାମଧ୍ୟରୁ ଏବେ ବି ଟିମ୍‌ରେ ଏକାଧିକ ଖେଳାଳି ସାମିଲ ଅଛନ୍ତି। ଯେଉଁମାନେ ଭାରତୀୟ ଦଳରେ ସ୍ଥାନ ପାଇ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି।

ଦକ୍ଷିଣ ଆଫ୍ରିକାରେ ସବୁଠୁ ଖରାପ ପ୍ରଦର୍ଶନ ରେକର୍ଡ ଲିଷ୍ଟରେ ପ୍ରଥମରେ ଅଛନ୍ତି ଜାହିର ଖାନ୍‌। ସେ ୮ଟି ମ୍ୟାଚରୁ ୫ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ଦ୍ୱିତୀୟରେ ଅଛନ୍ତି ଇଶାନ୍ତ ଶର୍ମା, ସେ ୫ଟି ମ୍ୟାଚରୁ ୩ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ତୃତୀୟରେ ଅଛନ୍ତି ଅନିଲ କୁମ୍ବଲେ, ସେ ୧୨ଟି ମ୍ୟାଚ୍‌ରୁ ୩ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ୪ର୍ଥରେ ଅଛନ୍ତି ଭେଙ୍କଟ ରମଣ, ସେ ୩ଟି ମ୍ୟାଚ୍‌ରୁ ୨ ଥର ଶୂନରେ ଆଉଟ୍‌  ହୋଇଛନ୍ତି । ୫ମରେ ଅଛନ୍ତି ବିରେନ୍ଦ୍ର ସେହୱାଗ। ସେ ୮ଟି ମ୍ୟାଚରୁ ୨ଥର ଶୂନରେ ଆଉଟ୍‌ ହୋଇଛନ୍ତି। ଖରାପ ପ୍ରଦର୍ଶନ ତାଲିକାରେ ୬ନମ୍ବରରେ ଅଛନ୍ତି  ଗାଙ୍ଗୁଲି. ସେ ୮ଟି ମ୍ୟାଚରୁ ୨ଥର ଶୂନରେ ଆଉଟ୍‌ ହୋଇଛନ୍ତି। ୭ନମ୍ବରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଛନ୍ତି। ସେ ୧୫ଟି ମ୍ୟାଚରୁ ୨ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ୮ନମ୍ବରରେ ଅଛନ୍ତି ବୁମ୍‌ରା। ସେ ଗୋଟିଏ ମ୍ୟାଚ୍‌ରୁ ଗୋଟିଏ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ଜାଡ଼େଜା ବି ଗୋଟିଏ ମ୍ୟାଚ୍‌ ଖେଳି ଗୋଟିଏ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ରିଦ୍ଧିମାନ ଶାହା ମଧ୍ୟ ଗୋଟିଏ ଥର ଶୂନରେ ଆଉଟ୍‌ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story