ଦିନିକିଆରୁ ଦିଲଶାନ୍‌ଙ୍କ ଅବସର ଘୋଷଣା

କଲୋମ୍ବୋ: ଦିନିକିଆ କ୍ରିକେଟରୁ ଆଜି ଅବସର ଘୋଷଣା ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଓପନିଂ ବ୍ୟାଟ୍ସମ୍ୟାନ୍‌ ତିଲକ୍‌ରତ୍ନେ ଦିଲଶାନ୍‌। ରବିବାର ଡମ୍ବୁଲାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ଖେଳି ସାରିବା ପରେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଏହାକୁ ସ୍ମରଣୀୟ କରିବାକୁ ଏହି ଦିନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୯୯୯ ମସିହାରେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦିଲଶାନ। ସେ ମୋଟ ୩୨୯ଟି ମ୍ୟାଚ୍‌ ଖେଳି ୧୦,୨୪୮ ରନ୍‌ […]

tillakaratne-dilshan

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 06:59 PM IST

କଲୋମ୍ବୋ: ଦିନିକିଆ କ୍ରିକେଟରୁ ଆଜି ଅବସର ଘୋଷଣା ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଓପନିଂ ବ୍ୟାଟ୍ସମ୍ୟାନ୍‌ ତିଲକ୍‌ରତ୍ନେ ଦିଲଶାନ୍‌। ରବିବାର ଡମ୍ବୁଲାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ଖେଳି ସାରିବା ପରେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଏହାକୁ ସ୍ମରଣୀୟ କରିବାକୁ ଏହି ଦିନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

୧୯୯୯ ମସିହାରେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦିଲଶାନ।

ସେ ମୋଟ ୩୨୯ଟି ମ୍ୟାଚ୍‌ ଖେଳି ୧୦,୨୪୮ ରନ୍‌ କରିଛନ୍ତି। ଶ୍ରୀଲଙ୍କାର ଚତୁର୍ଥ ଖେଳାଳି ଓ ବିଶ୍ୱର ୧୧ ତମ ଖେଳାଳି ଭାବେ ସେ ୧୦,୦୦୦ରନ୍‌ କ୍ଲବରେ ପହଞ୍ଚିବାରେ ସଫଳତା ହାସଲ କରିଛନ୍ତି।

Related story