ଜାଣନ୍ତୁ ଟି-ଟ୍ୱେଣ୍ଟିରେ ସର୍ବାଧିକ ସ୍କୋର୍‌ କରିଥିବା ଟପ୍‌-10 ବ୍ୟାଟ୍ସମ୍ୟାନ୍‌ଙ୍କ ଲିଷ୍ଟ୍‌: ତାଲିକାରେ ୩ ଭାରତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ନିକଟରେ ଶେଷ ହୋଉଥିବା ନିଦାହାସ ଟ୍ରଫିରେ ଟିମ୍ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ଏହି ଟି-ଟ୍ୱେଣ୍ଟି ଟ୍ରାଇ ସିରିଜରେ ଅଧିନାୟକ ଥିବା ରୋହିତ ଶର୍ମାଙ୍କ ପାଇଁ ଏହା ବେଶ ସ୍ମରଣୀୟ ହୋଇ ରହିବ। କାରଣ ସେ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରିବା ସହ ଦଳର ନେତୃତ୍ୱ ନେଇ ଟିମ୍‌କୁ ଜିତାଇଛନ୍ତି। ସିରିଜର ୫ଟି ମ୍ୟାଚ୍‌ରୁ ସେ ୧୭୩ ରନ କରିଛନ୍ତି। ଏହାସହ ସେ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୭ହଜାର ରନ୍‌ ପୂରଣ କରିଛନ୍ତି। କେବଳ […]

team-india-huddle-vs-ireland-1459584228-800

Ordigital Desk
  • Published: Friday, 23 March 2018
  • Updated: 23 March 2018, 01:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ନିକଟରେ ଶେଷ ହୋଉଥିବା ନିଦାହାସ ଟ୍ରଫିରେ ଟିମ୍ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ଏହି ଟି-ଟ୍ୱେଣ୍ଟି ଟ୍ରାଇ ସିରିଜରେ ଅଧିନାୟକ ଥିବା ରୋହିତ ଶର୍ମାଙ୍କ ପାଇଁ ଏହା ବେଶ ସ୍ମରଣୀୟ ହୋଇ ରହିବ। କାରଣ ସେ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରିବା ସହ ଦଳର ନେତୃତ୍ୱ ନେଇ ଟିମ୍‌କୁ ଜିତାଇଛନ୍ତି। ସିରିଜର ୫ଟି ମ୍ୟାଚ୍‌ରୁ ସେ ୧୭୩ ରନ କରିଛନ୍ତି। ଏହାସହ ସେ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୭ହଜାର ରନ୍‌ ପୂରଣ କରିଛନ୍ତି। କେବଳ ଏତିକି ନୁହେଁ ଏହି ଫର୍ମାଟରେ ସର୍ବାଧିକ ରନ କରିଥିବା ବିଶ୍ୱର ଟପ୍‌-10 ବ୍ୟାଟ୍ସମ୍ୟାନଙ୍କ ଲିଷ୍ଟରେ ମଧ୍ୟ ସେ ସ୍ଥାନ ପାଇଛନ୍ତି।

ଟି-ଟ୍ୱେଣ୍ଟି ଫର୍ମାଟରେ ସର୍ବାଧିକ ରନ୍‌ କରିବାରେ ରେକର୍ଡ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ନାଁରେ ରହିଛି। ଗେଲ୍‌ ୩୨୩ ମ୍ୟାଚ୍‌ରୁ ୧୧୦୬୮ ରନ କରି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ୍‌ ମ୍ୟାକଲମ୍‌ ଅଛନ୍ତି। ସେ ୩୨୯ଟି ମ୍ୟାଚ୍‌ ଖେଳି ୮୯୯୨ ରନ କରିଛନ୍ତି। ତୃତୀୟରେ ଅଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୋଲାର୍ଡ। ସେ ୪୧୩ ମ୍ୟାଚ୍‌ରୁ ୮୦୪୮ ରନ କରିଛନ୍ତି। ୪ର୍ଥରେ ଅଛନ୍ତି ପାକିସ୍ତାନର ସୋଏବ ମଲ୍ଲିକ। ସେ ୩୦୩ ମ୍ୟାଚ୍‌ ଖେଳି ୭୬୭୪ ରନ କରିଛନ୍ତି। ୫ମରେ ଅଛନ୍ତି ଅଷ୍ଟ୍ରେଲିଆର ଡେଭିଡ଼ ୱାର୍ନର। ସେ ୨୪ ମ୍ୟାଚ୍‌ ଖେଲି ୭୬୬୮ ରନ କରିଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜ୍‌ର ଡ଼ି.ସ୍ମିଥ। ସେ ୩୧୮ ମ୍ୟାଚ୍‌ରୁ ୭୬୦୩ ରନ୍‌ କରିଛନ୍ତି। ୭ମରେ ଅଛନ୍ତି ଅଷ୍ଟ୍ରେଲିଆର ବ୍ରାଡ଼ ହଜ୍‌। ସେ ୨୭୭ ମ୍ୟାଚ୍‌ରୁ ୭୪୦୬ ରନ କରିଛନ୍ତି। ୮ମରେ ଅଛନ୍ତି ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା। ସେ ୨୭୬ ମ୍ୟାଚ୍‌ରୁ ୭୩୭୮ ରନ କରିଛନ୍ତି। ସେହିପରି ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ୯ମ ସ୍ଥାନରେ ଅଛନ୍ତି। କୋହଲି ୨୨୮ ମ୍ୟାଚ୍‌ ଖେଳି ୭୦୯୫ ରନ କରିଛନ୍ତି।  ଏବଂ ୨୭୦ ମ୍ୟାଚରୁ ୭୦୩୦ ରନ୍‌ କରି ୧୦ମ ସ୍ଥାନରେ ଅଛନ୍ତି ରୋହିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story