କ୍ରିକେଟ୍‌ ସିରିଜ୍‌ ଅପେକ୍ଷା ବିବାହ ଅଧିକ ଜରୁରୀ ଥିଲା: ଫର୍ମକୁ ଫେରିବା ମୁସ୍କିଲ୍‌ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ କୋହଲି ପାଇଁ କ୍ରିକେଟ୍‌ ସିରିଜ ଅପେକ୍ଷା ବିବାହ କରିବା ଅଧିକ ଆବଶ୍ୟକ ଥିଲା। ଏଭଳି ବୟାନ ଦେଇଛନ୍ତି କୋହଲି। ଏବଂ ସେ କହିଛନ୍ତି ଯେ ୩ ସପ୍ତାହ ଧରି ଆରାମ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଏହାର ପ୍ରବାହ ପଡିବ ନାହିଁ ଏବଂ ସେ ପୁଣିଥରେ ଫର୍ମକୁ ଫେରିବେ। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟଙ୍କୁ ପ୍ରେସ୍‌ କନ୍‌ଫ୍ରେନ୍ସ୍‌ରେ ପଚରାଯାଇଥିଲା ଯେ ବିବାହ ପରେ ଦିକ୍ଷିଣ […]

cricket-second-lanka-india-international-match-sri_6e3abaee-8a5d-11e7-a194-d8b7abb7611c

Ordigital Desk
  • Published: Thursday, 28 December 2017
  • Updated: 28 December 2017, 10:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ କୋହଲି ପାଇଁ କ୍ରିକେଟ୍‌ ସିରିଜ ଅପେକ୍ଷା ବିବାହ କରିବା ଅଧିକ ଆବଶ୍ୟକ ଥିଲା। ଏଭଳି ବୟାନ ଦେଇଛନ୍ତି କୋହଲି। ଏବଂ ସେ କହିଛନ୍ତି ଯେ ୩ ସପ୍ତାହ ଧରି ଆରାମ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଏହାର ପ୍ରବାହ ପଡିବ ନାହିଁ ଏବଂ ସେ ପୁଣିଥରେ ଫର୍ମକୁ ଫେରିବେ।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟଙ୍କୁ ପ୍ରେସ୍‌ କନ୍‌ଫ୍ରେନ୍ସ୍‌ରେ ପଚରାଯାଇଥିଲା ଯେ ବିବାହ ପରେ ଦିକ୍ଷିଣ ଆଫ୍ରିକା ସିରିଜରେ ଫର୍ମକୁ ଫେରିବା କେତେ କେଷ୍ଟକର। ଏହାର ଉତ୍ତରରେ ବିରାଟ କହିଛନ୍ତି, ଫର୍ମକୁ ଫେରିବାରେ କୌଣିସ ମୁସ୍କିଲ ହେବନାହିଁ। ଏହାସହ ସେ କହିଛନ୍ତି ଯେ ବିବାହ କରାଣରୁ ସେ ଟିମ୍‌ରୁ ବାହାରେ ଥିଲେ ଏହା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା।

କୋହଲି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଖେଳି ନଥିଲେ। ଏହି ସମୟରେ ସେ ଇଟାଲୀରେ ନିଜ ବିବାହ ସମ୍ପର୍ଣ୍ଣ କରିଥିଲେ। ଗତକାଲି ରାତିରେ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତରେ କରିଛି। ଜାନୁଆରୀ ୫ତାରିଖ ଠାରୁ ପ୍ରଥମେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ଗସ୍ତରେ ଇଣ୍ଡିଆ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ।

https://youtu.be/BDJzFGmh0T0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story