ଆଇପିଏଲ୍‌-2018: ଜାଣନ୍ତୁ ମହମ୍ମଦ ସାମି ଆଇପିଏଲ୍‌ ଖେଳିବା ନେଇ କ'ଣ କହିଲେ ରାଜୀବ ଶୁକ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମିଙ୍କ ଆଇପିଏଲ ଖେଳିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ରାଜୀବ ଶୁକ୍ଲା କହିଛନ୍ତି ବିସିସିଆଇର ଆଣ୍ଟି କରପସନ୍‌ ୟୁନିଟ୍‌ ତଦନ୍ତ କରୁଛି ଏବଂ ତଦନ୍ତ ରିପୋର୍ଟ ପରେ ଆଇପିଏଲ୍‌ରେ ସେ ଖେଳିବେ କି ନାହିଁ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପଟେ ମହମ୍ମଦ ସାମି ଏସବୁ କଥାକୁ ପଛରେ ପକାଇ ଆଇପିଏଲ୍‌ ପାଇଁ ଆଭ୍ୟାସ ଆରମ୍ଭ କରିଛନ୍ତି।  ଆପଣଙ୍କୁ ଜଣାଇଦେବାକୁ ଚାହୁଁଛି ଯେ ନିଜ ପତ୍ନୀ ହସିନ୍‌ ଜାହାନ୍‌ ସାମିଙ୍କ ଉପରେ […]

cricket-session-lanka-practice-india-india-team_c6127780-28fe-11e8-a8dd-98cd3615fcfa

Ordigital Desk
  • Published: Thursday, 22 March 2018
  • Updated: 22 March 2018, 12:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମିଙ୍କ ଆଇପିଏଲ ଖେଳିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ରାଜୀବ ଶୁକ୍ଲା କହିଛନ୍ତି ବିସିସିଆଇର ଆଣ୍ଟି କରପସନ୍‌ ୟୁନିଟ୍‌ ତଦନ୍ତ କରୁଛି ଏବଂ ତଦନ୍ତ ରିପୋର୍ଟ ପରେ ଆଇପିଏଲ୍‌ରେ ସେ ଖେଳିବେ କି ନାହିଁ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପଟେ ମହମ୍ମଦ ସାମି ଏସବୁ କଥାକୁ ପଛରେ ପକାଇ ଆଇପିଏଲ୍‌ ପାଇଁ ଆଭ୍ୟାସ ଆରମ୍ଭ କରିଛନ୍ତି।

 ଆପଣଙ୍କୁ ଜଣାଇଦେବାକୁ ଚାହୁଁଛି ଯେ ନିଜ ପତ୍ନୀ ହସିନ୍‌ ଜାହାନ୍‌ ସାମିଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ ସାମି ମ୍ୟାଚ୍‌ ଫିକ୍ସିଂରେ ଜଡିତ ଏବଂ ସେ ପାକିସ୍ତାନର ଜଣେ ମାହିଳାଙ୍କ ଠାରୁ ଟଙ୍କା ଆଣିଛନ୍ତି। କେବଳ ଏତିକି ନୁହେଁ ମହମ୍ମଦ ସାମି ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ଏବଂ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଛନ୍ତି ବୋଲି ହସିନ୍‌ ଜହାନ କହିଛନ୍ତି।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story