ଧୋନି ଖେଳିଲେ ଭଲିବଲ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ତଥା ଲ୍ୟୁଟନାଣ୍ଟ କର୍ଣ୍ଣେଲ୍ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ କଶ୍ମୀର ଘାଟିରେ ଟେରିଟୋରିଆଲ୍ ଆର୍ମି ସହ କାର୍ଯ୍ୟରତ ଅଛନ୍ତି। ଗତ ୩୧ ତାରିଖରୁ ଧୋନି କଶ୍ମୀରରେ ଆର୍ମି ଡ୍ୟୁଟି ଆରମ୍ଭ କରିଦେଇଛନ୍ତି। Lt. Colonel Mahendra Singh Dhoni spotted playing volleyball with his Para Territorial Battalion!💙😊 Video Courtesy : DB Creation #IndianArmy #MSDhoni #Dhoni pic.twitter.com/H6LwyC4ALb — MS Dhoni Fans Official (@msdfansofficial) […]

msd

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 09:21 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ତଥା ଲ୍ୟୁଟନାଣ୍ଟ କର୍ଣ୍ଣେଲ୍ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ କଶ୍ମୀର ଘାଟିରେ ଟେରିଟୋରିଆଲ୍ ଆର୍ମି ସହ କାର୍ଯ୍ୟରତ ଅଛନ୍ତି। ଗତ ୩୧ ତାରିଖରୁ ଧୋନି କଶ୍ମୀରରେ ଆର୍ମି ଡ୍ୟୁଟି ଆରମ୍ଭ କରିଦେଇଛନ୍ତି।

ଇତିମଧ୍ୟରେ ଧୋନି ସେଠାରେ ପାଞ୍ଚଦିନ ବିତାଇ ସାରିଲେଣି। ତେବେ ଆଜି ଧୋନିଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଧୋନି ନିଜ ସହକର୍ମୀଙ୍କ ସହ ଭଲିବଲ୍ ଖେଳୁଛନ୍ତି।

ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବିରତି ନେଇ ଧୋନି ଆର୍ମିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଧୋନି କ୍ରିକେଟରୁ ଦୁଇମାସ ଦୂରେଇ ରହିବେ। ଧୋନି ଆର୍ମି ସହ ଦୁଇ ସପ୍ତାହ ସମୟ ବିତାଇବେ। ଏହା ମଧ୍ୟରେ ଧୋନି ପାଟ୍ରୋଲିଂ ଓ କୋଷ୍ଟ ଗାର୍ଡ ଡ୍ୟୁଟି କରୁଛନ୍ତି।

Related story