ଜାଣିଛନ୍ତି ବିରାଟଙ୍କ ପ୍ରେରଣା କିଏ ?

ନୂଆଦିଲ୍ଲୀ:୩୦ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି । କ୍ରିକେଟର ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବିରାଟଙ୍କ ପାଇଁ ଆଜି ସୋଶାଲ୍‌ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ମଇଦାନରେ ପ୍ରତିପକ୍ଷଙ୍କୁ ଚକମା ଦେଖାଉଥିବା ବିରାଟ ଯୁବପିଢିଙ୍କ ପାଇଁ ଏବେ ଆଇକନ୍‌ ପାଲଟିଛନ୍ତି। ପ୍ରତିଦିନ ସେ ଯେମିତି ହେଉ ନିଜ ଫିଟ୍‌ନେସ ପାଇଁ ଜିମରେ କଟାଇଥାନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ଅଧିନାୟକ ଦାୟିତ୍ୱ ନେବା ପରଠାରୁ ତାଙ୍କର ପ୍ରଦର୍ଶନ ଆହୁରି […]

Virat-Kohlis-34th-ODI-Hundred-Kohli-racks-up-another-century-1024x535

Tapas Behera
  • Published: Monday, 05 November 2018
  • Updated: 05 November 2018, 10:01 PM IST

Sports

Latest News

ନୂଆଦିଲ୍ଲୀ:୩୦ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି । କ୍ରିକେଟର ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବିରାଟଙ୍କ ପାଇଁ ଆଜି ସୋଶାଲ୍‌ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ମଇଦାନରେ ପ୍ରତିପକ୍ଷଙ୍କୁ ଚକମା ଦେଖାଉଥିବା ବିରାଟ ଯୁବପିଢିଙ୍କ ପାଇଁ ଏବେ ଆଇକନ୍‌ ପାଲଟିଛନ୍ତି। ପ୍ରତିଦିନ ସେ ଯେମିତି ହେଉ ନିଜ ଫିଟ୍‌ନେସ ପାଇଁ ଜିମରେ କଟାଇଥାନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ଅଧିନାୟକ ଦାୟିତ୍ୱ ନେବା ପରଠାରୁ ତାଙ୍କର ପ୍ରଦର୍ଶନ ଆହୁରି ଶାଣିତ ହୋଇଛି ।  ନିଜ କ୍ୟାରିୟରରେ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ବିରାଟ।୨୦୦୬ରେ ମାତ୍ର ୧୮ବର୍ଷ ବୟସରେ ସେ ଦିଲ୍ଲୀ ରଣଜୀ ଟିମରେ ସ୍ଥାନ ପାଇଥିଲେ। ଆଉ ସେହିଦିନ ପିତାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଏକାକୀ ଲଢିଥିଲେ।  ଫଳରେ ଦିଲ୍ଲୀ ଫଲୋ ଅନ ଏଡାଇଥିଲେ।

ନିକଟରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଲଗାତର ୩ଟି ଶତକ ହାସଲ କରି ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଥିଲେ ବିରାଟ। କେବଳ ଏତିକି ନୁହେଁ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ସେ ଚଳିତବର୍ଷ ଅତିକ୍ରମ କରିଛନ୍ତି। ମାତ୍ର ୨୦୫ଟି ଇନିଂସରେ ୧୦ହଜାର ରନ୍‌ ସ୍କୋର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗୋଟିଏ ବର୍ଷରେ ସେ ୬ଥର ଏକହଜାର ରନ୍ ସଂଗ୍ରହ କରିଛନ୍ତି ।ଚଳିତବର୍ଷ ମାତ୍ର ୧୧ଟି ଇନିଂସରୁ ସେ ଏକ ହଜାର ରନ ପୂରଣ କରିଛନ୍ତି । ଟେଷ୍ଟ କ୍ରିକେଟରେ ମଧ୍ୟ ଚଳିତବର୍ଷ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାତ୍ର ୧୦ଟି ମ୍ୟାଚ ଖେଳି ୧୦୬୩ରନ ସ୍କୋର କରିଛନ୍ତି ବିରାଟ।

ତେବେ ଇଂଲଣ୍ଡ ବିପକ୍ଷରେ ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ଭାରତ ଐତିହାସିକ ବିଜୟ ଲାଭ କରିଥିଲା। ସେହି ମ୍ୟାଚ୍‌ରେ ବିରାଟଙ୍କ ପ୍ରତି ସଟ୍‌ ପ୍ରତି ତାଙ୍କୁ ଚିୟର କରୁଥିଲେ ଅନୁଷ୍କା। ମ୍ୟାଚ୍ ପରେ କୋହଲି କହିଥିଲେ, “ଅନୁଷ୍କାଙ୍କ ପ୍ରେରଣା ଯୋଗୁଁ ମୁଁ ମୋ ପ୍ରଦର୍ଶନରେ ଉନ୍ନତି ଆଣିପାରିଛି। ମୁଁ ମୋ ଇଂନିଶ ଅନୁଷ୍କାଙ୍କୁ ସମର୍ପିତ କରୁଛି”। ୨୦୦୮ରେ ୧୯ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍ ଟାଇଟଲ ହାତେଇବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରି ଚାଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story