ଆଇପିଏଲ୍‌ ପୂର୍ବରୁ ଯୁବରାଜଙ୍କ ନୂଆ ଲୁକ୍‌: କୋହଲି ଓ ଧୋନୀଙ୍କ ପରେ ସିକ୍ସର୍‌ କିଙ୍ଗ ବଦଳାଇଲେ ହେୟାରଷ୍ଟାଇଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ର ୧୧ତମ ସିଜିନ ଆସନ୍ତା ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବ ଏହି ପ୍ରତିଯୋଗିତା। ଏଥିପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବ ଉତ୍ସାହ ଦେଖିବାକୁ ମିଳିଛି। କେବଳ କ୍ରୀଡାପ୍ରେମୀ ନୁହଁନ୍ତି ଖେଳାଳିମାନେ ମଧ୍ୟ ଆଇପିଏଲକୁ ନେଇ ବେଶ ତତ୍ପରତା ଦେଖାଇଛନ୍ତି। ଅନେକ ଖେଳାଳି ଏହି ପ୍ରତିଯୋଗିତା ପାଇଁ ନିଜ ଲୁକ୍‌ରେ ପରିବର୍ତ୍ତନ ଆଣିଛନ୍ତି। ତାଲିକାରେ ଅଗରେ ଅଛନ୍ତି ଯୁବରାଜ ସିଂ। ଧୋନୀ […]

yuvraj-singh_806x605_41521882460

yuvraj-singh_806x605_41521882460

Ordigital Desk
  • Published: Sunday, 25 March 2018
  • Updated: 25 March 2018, 04:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ର ୧୧ତମ ସିଜିନ ଆସନ୍ତା ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବ ଏହି ପ୍ରତିଯୋଗିତା। ଏଥିପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବ ଉତ୍ସାହ ଦେଖିବାକୁ ମିଳିଛି। କେବଳ କ୍ରୀଡାପ୍ରେମୀ ନୁହଁନ୍ତି ଖେଳାଳିମାନେ ମଧ୍ୟ ଆଇପିଏଲକୁ ନେଇ ବେଶ ତତ୍ପରତା ଦେଖାଇଛନ୍ତି। ଅନେକ ଖେଳାଳି ଏହି ପ୍ରତିଯୋଗିତା ପାଇଁ ନିଜ ଲୁକ୍‌ରେ ପରିବର୍ତ୍ତନ ଆଣିଛନ୍ତି। ତାଲିକାରେ ଅଗରେ ଅଛନ୍ତି ଯୁବରାଜ ସିଂ। ଧୋନୀ ଓ ବିରାଟ କୋହଲିଙ୍କ ପରେ ଏବେ ଯୁବରାଜ ସିଂ ତାଙ୍କ ଲୁକ୍‌ ପରିବର୍ତ୍ତନ କରି ପ୍ରଶଂସକଙ୍କୁ ଖୁସି କରାଇଛନ୍ତି। ଯୁବି ଇନଷ୍ଟାଗ୍ରମରେ ଏକ ଫଟୋ ସେୟାର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ଏହି ଫଟୋରେ ଯୁବି ନୂଆ ଲୁକ୍‌ରେ ସାମ୍ନାକୁ ଆସିଛନ୍ତି।

ଧୋନୀ ବିରାଟଙ୍କ ପରେ ଯୁବି ମଧ୍ୟ ଆଇପିଏଲ ୨୦୧୮ ପାଇଁ ହେୟାରଷ୍ଟାଇଲ୍‌ ବଦଳାଇଦେଇଛନ୍ତି। ହେୟାରଷ୍ଟାଇଲିଷ୍ଟ ଆଲିମ୍‌ ହାକିମ୍‌ ଯୁବିଙ୍କ ହେୟାରକଟ୍‌ କରି ତାଙ୍କୁ ଏକ ନୂଆ ଲୁକ୍‌ ଦେଇଛନ୍ତି। ଯୁବିଙ୍କ ହେୟାରଷ୍ଟାଇଲ୍‌ ପରିବର୍ତ୍ତନ ପରେ ତାଙ୍କ ଲୁକ୍‌ ସମ୍ପୂର୍ଣ୍ଣ ବଦଳିଯାଇଛି। ଯୁବି ତାଙ୍କ ନୂଆ ଲୁକ୍‌ର ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ସେ ଲେଖିଛନ୍ତି, ‘ମୁଁ ଲମ୍ବା ହେୟାରଷ୍ଟାଇଲ୍‌ ସହିତ ଲମ୍ବା ଲଢ଼ାଇ ଏତିକିରେ ଶେଷ କରୁଛି, ସରି କେ.ଏଲ୍‌ ରାହୁଲ’। ଯୁବିଙ୍କ ଏହି ପୋଷ୍ଟ ପରେ ରାହୁଲ ମଧ୍ୟ କମେଣ୍ଟ କରିଛନ୍ତି। ସେ କହିଛନ୍ତି,’ ତୁମେ ଏମିତି କରିପାରିବ ନାହଁ, ମୁଁ ଭାବିଥିଲେ ଆଇପିଏଲ୍‌ ସମୟରେ ଆମେ ହେୟାରକୁ ଅଧିକ ଷ୍ଟାଇଲିଷ୍ଟ୍‌ କରିବା’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story