୧୮ ଡିସେମ୍ବର, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଦୂରଯାତ୍ରା କରିବା ଅନୁଚିତ

ମେଷ: ଆଜିର ଦିନ ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ମାନସମ୍ମାନ ବଢ଼ିବ। ଜମି କିଣି ପାରନ୍ତି। ବୃଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଦିନଟି ଆଜି ଭଲରେ କଟିବ। ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ସ୍ୱାସ୍ଥ୍ୟ ଭଲ ରହିବ। କର୍କଟ: ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ। ସିଂହ: ସମ୍ପତ୍ତିପ୍ରାପ୍ତିର […]

zodaic-1-3-768x401-1-1-1-1-1-2-1-1-1-1-2-1-1-1

zodaic-1-3-768x401-1-1-1-1-1-2-1-1-1-1-2-1-1-1

Rakesh Mallick
  • Published: Monday, 18 December 2017
  • Updated: 18 December 2017, 08:06 AM IST

ମେଷ: ଆଜିର ଦିନ ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ମାନସମ୍ମାନ ବଢ଼ିବ। ଜମି କିଣି ପାରନ୍ତି।

ବୃଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଦିନଟି ଆଜି ଭଲରେ କଟିବ। ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ।

ସିଂହ: ସମ୍ପତ୍ତିପ୍ରାପ୍ତିର ଯୋଗ ରହିଛି। ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

କନ୍ୟା: ପରିବାରରେ ଦାୟିତ୍ୱ ବଢ଼ିବ। ବିବାଦରୁ ଦୂରେଇ ରୁହନ୍ତୁ। ଆଜିର ଦିନଟି ଅତ୍ୟନ୍ତ ଭଲ। ପ୍ରେମ ଆବେଦନ କଲେ ସଫଳତା ମିଳିବାର ଆଶା ରହିଛି।

ତୁଳା: ଦିନଟି ଖୁସିରେ କଟିବ। ଘରକୁ ଅତିଥି ଆସିପାରନ୍ତି। ପ୍ରତିଯୋଗୀତା ଓ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପୁରୁଣା ସମସ୍ୟାର ଆଜି ସମାଧାନ ହୋଇପାରେ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆଜି କାହାଠାରୁ ଧାରଉଧାର କରନ୍ତୁ ନାହିଁ।

ଧନୁ: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣାର ସମ୍ଭାବନା ରହିଛି। କୌଣସି କଥା ନେଇ ବିବାଦରେ ପଡ଼ିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ମକର: ନୂଆ ଗାଡ଼ି କିଣିବାକୁ ଯୋଜନା ଥିଲେ ଆଜି କିଣି ପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ଅଟକି ରହିଥିବା କାମ ଆଜି ପୂରା ହେବ।

କୁମ୍ଭ: ଜମି କିଣି ପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ମୀନ: କୌଣସି କଥାକୁ ନେଇ ପରିବାରିକ ସମସ୍ୟା ଦେଖାଦେଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଶରୀରରେ ହାଡ଼ ଜିନିତ ସମସ୍ୟା ଦେଖାଯାଇପାରେ।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos