ଚାଲିଛି କଂଗ୍ରେସ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ.ହରିପ୍ରସାଦଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ କଂଗ୍ରେସ ବିଧାୟକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ଏହି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଉପନେତା ସଚେତକ ଯୋଗ ଦେଇ ନାହାନ୍ତି।  ବୈଠକରେ ମୁଖ୍ୟତଃ ଦଳୀୟ ଶୃଙ୍ଖଳା ନେଇ ଆଲୋଚନା ହେଉଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବୈଠକରେ ଉପସ୍ଥିତ ଅଛନ୍ତି। ଦଳ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତି ନେଇ  ବିଧାୟକମାନଙ୍କ ସହ ବ୍ୟକ୍ତିଗତ ଭାବେ ବି.କେ.ହରିପ୍ରସାଦ ଆଲୋଚନା କରୁଛନ୍ତି।

cog

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 02:13 PM IST

Related story