ଶ୍ୱାସ ରୋଗରେ ପୀଡ଼ିତ କି? ଜାଣନ୍ତୁ ଏହାର ଘରୋଇ ଉପଚାର

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଶୀତ ଋତୁ ଆରମ୍ଭ ହୋଇଗଲାଣି। ଏହି ‌ଋତୁରେ ଶ୍ୱାସ ପରି ମାରାତ୍ମକ ରୋଗ ଦେଖାଦେଇଥାଏ। ଅନେକ ଔଷଧ ଖାଇବା ପରେ ମଧ୍ୟ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୋଇନଥାଏ। ତେବେ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏହି ରୋଗର ଏକ ଘରୋଇ ଉପଚାର ରହିଛି। ଅଧା ବୋତଲ ଲେମ୍ବୁ ରସରେ ଏକ ଦେଶୀ କୁକୁଡ଼ା ଅଣ୍ଡାକୁ ବୁଡ଼ାଇ ଦିଅନ୍ତୁ। ଅଣ୍ଡାକୁ ୧୫ଦିନ ପର୍ଯ୍ୟନ୍ତ ଲେମ୍ବୁ ରସରେ ବୁଡ଼ାଇ ରଖନ୍ତୁ। ୧୫ ଦିନ ପରେ ସେହି ରସରୁ […]

asthma

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 12:07 PM IST

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଶୀତ ଋତୁ ଆରମ୍ଭ ହୋଇଗଲାଣି। ଏହି ‌ଋତୁରେ ଶ୍ୱାସ ପରି ମାରାତ୍ମକ ରୋଗ ଦେଖାଦେଇଥାଏ। ଅନେକ ଔଷଧ ଖାଇବା ପରେ ମଧ୍ୟ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୋଇନଥାଏ। ତେବେ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏହି ରୋଗର ଏକ ଘରୋଇ ଉପଚାର ରହିଛି। ଅଧା ବୋତଲ ଲେମ୍ବୁ ରସରେ ଏକ ଦେଶୀ କୁକୁଡ଼ା ଅଣ୍ଡାକୁ ବୁଡ଼ାଇ ଦିଅନ୍ତୁ। ଅଣ୍ଡାକୁ ୧୫ଦିନ ପର୍ଯ୍ୟନ୍ତ ଲେମ୍ବୁ ରସରେ ବୁଡ଼ାଇ ରଖନ୍ତୁ। ୧୫ ଦିନ ପରେ ସେହି ରସରୁ ଗୋଟେ ଚାମଚ ପ୍ରତ୍ୟେକ ଦିନ ଖାଲି ପେଟରେ ଖାଆନ୍ତୁ। ‌ଏପରି କରିବା ଦ୍ୱାରା ଦେଢ଼ ମାସ ଭିତରେ ଆପଣଙ୍କର ଶ୍ୱାସ ରୋଗ ଭଲ ହୋଇଯିବ।

https://www.youtube.com/watch?v=5I7XcGiVy1M&index=12&list=PLSItThInuALsR3zhPtcvN27BHifeAaF98

Related story