କଟକ: ବାଙ୍କି ଅଟୋନୋମସ କଲେଜ ୱେବସାଇଟ୍‌ ହ୍ୟାକ୍

କଟକ: କଟକ ଜିଲ୍ଲା ବାଙ୍କି ଅଟୋନୋମସ କଲେଜର ୱେବସାଇଟ ଆଜି ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ପାକିସ୍ତାନ ସଂସ୍ଥା ଏହି ହ୍ୟାକ୍‌ କରିଥିବା ସନ୍ଦେହ କରାଯାଉଛି। ୱେବସାଇଟ ହୋମପେଜରେ ‘ପାଟ୍ରିଅଟ୍ସ ଅଫ୍‌ ପାକିସ୍ତାନ’ ଲେଖାଯାଇଛି। ସୂଚନାଯୋଗ୍ୟ, ମେ ୧୦ ତାରିଖରେ ସପ୍ତାହକ ମଧ୍ୟରେ ଦୁଇ ଥର ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକ୍‌ ହୋଇଥିଲା। ହ୍ୟାକ୍‌ ପରେ ଚଳିତବର୍ଷ ଅଫ୍‌ଲାଇନରେ ନାମ ଲେଖାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

cuttack

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 09:51 PM IST

କଟକ: କଟକ ଜିଲ୍ଲା ବାଙ୍କି ଅଟୋନୋମସ କଲେଜର ୱେବସାଇଟ ଆଜି ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ପାକିସ୍ତାନ ସଂସ୍ଥା ଏହି ହ୍ୟାକ୍‌ କରିଥିବା ସନ୍ଦେହ କରାଯାଉଛି। ୱେବସାଇଟ ହୋମପେଜରେ ‘ପାଟ୍ରିଅଟ୍ସ ଅଫ୍‌ ପାକିସ୍ତାନ’ ଲେଖାଯାଇଛି।

ସୂଚନାଯୋଗ୍ୟ, ମେ ୧୦ ତାରିଖରେ ସପ୍ତାହକ ମଧ୍ୟରେ ଦୁଇ ଥର ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକ୍‌ ହୋଇଥିଲା। ହ୍ୟାକ୍‌ ପରେ ଚଳିତବର୍ଷ ଅଫ୍‌ଲାଇନରେ ନାମ ଲେଖାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

Related story