ଏହି ଉପାୟ ବାସ୍ତୁ ଦୋଷ ଦୂର କରେ

Ordigital Desk
  • Published: Tuesday, 15 May 2018
  • , Updated: 15 May 2018, 08:23 AM IST
<p>ବାସ୍ତୁ ଦୋଷ ଯୋଗୁଁ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ। ପରିବାରରେ ଅଶାନ୍ତି, କାର୍ଯ୍ୟରେ ଅସଫଳତା ଓ ଯେତେ ରୋଜଗାର କଲେ ମଧ୍ୟ ଅଭାବ ଅନଟନ ଲାଗି ରହେ। ଘରେ ସବୁ ଥାଇ ମଧ୍ୟ ସମସ୍ୟା ପିଛା ଛାଡ଼ି ନଥାଏ। ଆପଣ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ କରୁଛନ୍ତି କି? ଏହା ବାସ୍ତୁ ଦୋଷ ହୋଇପାରେ। ଶାସ୍ତ୍ରବିତ୍&zwnj;ଙ୍କ ଅନୁସାରେ ବାସ୍ତୁଦୋଷ ଦୂର କରିବାର ଏକ ସହଜ ଉପାୟ ରହିଛି। ମାଟିରେ ତିଆରି ହୋଇଥିବା ପାରା, କୋଇଲି, ଶୁଆ ଆଦି ପକ୍ଷୀଙ୍କ ମୂର୍ତ୍ତି ଆଣି ଉତ୍ତରପୂର୍ବ କୋଣରେ ରଖନ୍ତୁ। ନଚେତ ଏକ ମାଟି ସୁରେଇରେ ପାଣି ଭର୍ତ୍ତି କରି ଉତ୍ତର ପୂର୍ବ କୋଣରେ ରଖନ୍ତୁ ଏବଂ ସେହି ପାଣିକୁ ପିଅନ୍ତୁ। ବାସ୍ତୁ ସମସ୍ୟା ଦୂର ହେବ।</p> <p>ଦେଖନ୍ତୁ ଭିଡିଓ-</p>

Related story