- Videos
- Odisha
- ଦେବଦଳନ ପରେ ତାଳଧ୍ୱଜ ରଥରେ ତ୍ରୁଟି: ଚାରିନାହାକାରେ ସମସ୍ୟା
ଦେବଦଳନ ପରେ ତାଳଧ୍ୱଜ ରଥରେ ତ୍ରୁଟି: ଚାରିନାହାକାରେ ସମସ୍ୟା
- Published: Thursday, 22 June 2017
- , Updated: 22 June 2017, 09:11 AM IST
<p>ପୁରୀ: ଦୁଇ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ତା’ପୂର୍ବରୁ ଅଘଟଣ। ନନ୍ଦିଘୋଷକୁ ଛାଡ଼ି ଉଭୟ ଦେବଦଳନ ଏବଂ ତାଳଧ୍ୱଜ ରଥ ନିର୍ମାଣରେ ସୃଷ୍ଟି ହୋଇଛି ବିଭ୍ରାଟ। ଗତକାଲି ଦେବଦଳନ ରଥର ଅଖ ଭାଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଆଜି ମହାପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥରେ ମଧ୍ୟ ତ୍ରୁଟି ଦେଖାଦେଇଛି।</p>
<p>[vc_video link=" " align="center"]</p>
<p>ତାଳଧ୍ୱଜ ରଥର ପଛରେ ଥିବା ଚାରିନାହାକାରେ ତ୍ରୁଟି ଥିବା ଜଣାପଡ଼ିଛି। ଚାରିନାହାକାର କାଠ ଅଧତ୍କ କଟିଥିବାରୁ କ୍ଲାମ୍ପ ଲଗାଯାଇଛି। ତା’ସହ ନଜର ହଟାଇବା ପାଇଁ ଫାଟ ସ୍ଥାନରେ କାଠଗୁଣ୍ଡ ଦେଇ ବନ୍ଦ ହୋଇଥିବା କୁହାଯାଉଛି।</p>