ତମ୍ୱା ମୁଦି ପିନ୍ଧିବା ଦ୍ୱାରା ମିଳିଥାଏ ଏହି ସବୁ ଲାଭ

ଜ୍ୟୋତିଷ ଶାସ୍ତ୍ରରେ ନଅଟି ଗ୍ରହ ବିଷୟରେ ଉଲ୍ଲେଖ କରାଯାଇଛି। ଗ୍ରହ ଅନୁଯାୟୀ ଧାତୁ ପିନ୍ଧିବା ଭଲ ହୋଇଥାଏ।  ଗ୍ରହ ମାନଙ୍କର ରାଜା ହେଉଛନ୍ତି ଭଗବାନ ସୂର୍ଯ୍ୟ ଏବଂ ଏହି ଗ୍ରହର ଧାତୁ ହେଉଛି ତମ୍ୱା। ହିନ୍ଦୁ ଧର୍ମ ଅନୁସାରେ ସୁନା, ରୁପା ଓ ତମ୍ୱା ଧାତୁ ପବିତ୍ର ବୋଲି ବିଶ୍ୱାସ ରହିଛି। ପୂଜା ପାଠରେ ଏହି ସବୁ ଧାତୁର ବ୍ୟବହାର ଅଧିକ ହୋଇଥାଏ। ଏହାଛଡ଼ା ଅଧିକାଂଶ ଲୋକେ ହାତରେ ତମ୍ୱା ମୁଦି ପିନ୍ଧି ଥାଆନ୍ତି। ତେବେ ଆସନ୍ତୁ […]

copper ring

copper ring

Rakesh Mallick
  • Published: Monday, 18 December 2017
  • Updated: 18 December 2017, 01:23 PM IST

Sports

Latest News

ଜ୍ୟୋତିଷ ଶାସ୍ତ୍ରରେ ନଅଟି ଗ୍ରହ ବିଷୟରେ ଉଲ୍ଲେଖ କରାଯାଇଛି। ଗ୍ରହ ଅନୁଯାୟୀ ଧାତୁ ପିନ୍ଧିବା ଭଲ ହୋଇଥାଏ।  ଗ୍ରହ ମାନଙ୍କର ରାଜା ହେଉଛନ୍ତି ଭଗବାନ ସୂର୍ଯ୍ୟ ଏବଂ ଏହି ଗ୍ରହର ଧାତୁ ହେଉଛି ତମ୍ୱା। ହିନ୍ଦୁ ଧର୍ମ ଅନୁସାରେ ସୁନା, ରୁପା ଓ ତମ୍ୱା ଧାତୁ ପବିତ୍ର ବୋଲି ବିଶ୍ୱାସ ରହିଛି। ପୂଜା ପାଠରେ ଏହି ସବୁ ଧାତୁର ବ୍ୟବହାର ଅଧିକ ହୋଇଥାଏ। ଏହାଛଡ଼ା ଅଧିକାଂଶ ଲୋକେ ହାତରେ ତମ୍ୱା ମୁଦି ପିନ୍ଧି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ତମ୍ୱା ମୁଦି ପିନ୍ଧିବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ।

- କୁଣ୍ଡଳୀରେ ସୂର୍ଯ୍ୟ ଦୋଷର ପ୍ରଭାବ ଥିଲେ ତମ୍ୱା ମୁଦିକୁ ଅନାମିକା ଆଙ୍ଗୁଠିରେ ପିନ୍ଧିଲେ ଶୁଭ ଫଳ ମିଳିଥାଏ।

- ତମ୍ୱା ମୁଦି ପିନ୍ଧିବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଲାଭ ହୁଏ। ଘର, ପରିବାର ଓ ସମାଜରେ ମାନ-ସମ୍ମାନ ମିଳିଥାଏ।

- ତମ୍ୱା ଧାତୁ ପିନ୍ଧିବା ଦ୍ୱାରା ମଙ୍ଗଳ ଦୋଷ ଦୂର ହୋଇଥାଏ।

- ତମ୍ୱା ମୁଦି ଶରୀର ସଂପର୍କରେ ଆସିବା ମାତ୍ରେ ସେଥିରେ ଥିବା ଔଷଧୀୟ ଗୁଣ ରକ୍ତ ସଫା କରିବାରେ ସାହାଯ୍ୟ କରେ।

- ତମ୍ୱା ମୁଦି ପିନ୍ଧିବ ଦ୍ୱାରା ପେଟ ସହ ଜଡିତ ରୋଗରୁ ମୁକ୍ତି ମିଳେ।

- ତମ୍ୱା ମୁଦି ଧାରଣ କଲେ ତ୍ୱଚାରେ ଚମକ ଆସିଥାଏ।

- ଆୟୁର୍ବେଦ ଅନୁସାରେ ତମ୍ୱା ବାସନ ବ୍ୟବହାର କଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଏହି ଲାଭ ତମ୍ୱା ମୁଦି ପିନ୍ଧିବା ଦ୍ୱାରା ମଧ୍ୟ ଶରୀରକୁ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story