ଜାଣନ୍ତୁ କ୍ଷୀର ଉତୁରିଲେ ଶୁଭ ନା ଅଶୁଭ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ କ୍ଷୀର ଗରମ କରୁ। ଉତୁରିକି ନଷ୍ଟ ହୋଇଯିବା ଭୟରେ ଜଗି ରହୁ। କ୍ଷୀର ଉତୁରିଲେ ଶୁଭ କି ଅଶୁଭ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କ୍ଷୀର ଗରମ କରିବା ସମୟରେ ଯଦି ଏହା ଉତୁରି ବାହାରକୁ ଚାଲିଆସେ ତେବେ ଖୁବ୍‌ କମ ଦିନ ମଧ୍ୟରେ ଶୁଭ ଖବର ମିଳିବ। ଆଉ ଯଦି କ୍ଷୀର ଉତୁରି ପୁରା ତଳକୁ ନିଗିଡି ନିଆଁରେ ଲାଗି ପୋଡିଯାଏ ତେବେ ଏହା […]

milk

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 02:53 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ କ୍ଷୀର ଗରମ କରୁ। ଉତୁରିକି ନଷ୍ଟ ହୋଇଯିବା ଭୟରେ ଜଗି ରହୁ। କ୍ଷୀର ଉତୁରିଲେ ଶୁଭ କି ଅଶୁଭ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କ୍ଷୀର ଗରମ କରିବା ସମୟରେ ଯଦି ଏହା ଉତୁରି ବାହାରକୁ ଚାଲିଆସେ ତେବେ ଖୁବ୍‌ କମ ଦିନ ମଧ୍ୟରେ ଶୁଭ ଖବର ମିଳିବ। ଆଉ ଯଦି କ୍ଷୀର ଉତୁରି ପୁରା ତଳକୁ ନିଗିଡି ନିଆଁରେ ଲାଗି ପୋଡିଯାଏ ତେବେ ଏହା ଅଶୁଭ ସଂକେତ। ଆଗକୁ କିଛି ଅଶୁଭ ଘଟଣା ଘଟିବାକୁ ଯାଉଛି ବୋଲି ଜାଣନ୍ତୁ।

https://www.youtube.com/watch?v=P2TuWmxc0Lc

 

Related story