ଜାଣନ୍ତୁ ବିଜୁଳି ଘଡ଼ଘଡ଼ି ବେଳେ କ୍ଷତିରୁ କେମିତି ବଞ୍ଚିବେ

Ordigital Desk
  • Published: Friday, 23 March 2018
  • , Updated: 23 March 2018, 03:23 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବର୍ଷା ଦିନେ ବିଜୁଳି ଘଡଘଡି ମାରେ। ବଡ୍ରପାତରେ ଲୋକଙ୍କର ମୃତ୍ୟ ଘଟେ।&nbsp; ତେଣୁ ବର୍ଷା ଦିନେ ବିଜୁଳି ଘଡଘଡି ସମୟରେ ବାହାରକୁ ବାହାରିବାକୁ ଭୟ ଲାଗେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ବିଜୁଳି ଘଡଘଡିକୁ ଭୟ କରିବାର ଆବଶ୍ୟକତା ନାହିଁ। ବର୍ଷା ସମୟରେ ଯଦି ଆପଣ ଘର ବାହାରେ ଅଛନ୍ତି ଏବଂ ବିଜୁଳି ଘଡଘଡି ମାରୁଛି ତେବେ ସାତ ଥର ଦଧିଚି ନାମ ଉଚ୍ଚାରଣ କରନ୍ତୁ। ଦେଖିବେ ବିଜୁଳି ଘଡଘଡି ଆପଣଙ୍କର କିଛି କ୍ଷତି କରିବ ନାହିଁ। କାରଣ ଦଧିଚିଙ୍କ ହାତରେ ବଜ୍ର ତିଆରି ହୋଇଥିଲା ଏବଂ ସେହି ବଜ୍ରରେ ଇନ୍ଦ୍ର ଭ୍ରୁତାଶୁରକୁ ବଦ୍ଧ କରିଥିଲେ। ସେହିଦିନଠୁ ଦଧିଚିଙ୍କ ନାମ ପ୍ରସିଦ୍ଧି ଲାଭ କରିଥିଲା। ଦଧିଚିଙ୍କ ନାଁ ଧରିଲେ ଘଡଘଡି ଦ୍ୱାରା କିଛି କ୍ଷତି ହୁଏନାହିଁ ବୋଲି ପୁରାଣରେ ଉଲ୍ଲେଖ ରହିଛି। (ଦେଖନ୍ତୁ ଭିଡିଓ)</p>

Related story