ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ: କହିଲେ ବିଜେପୁରରେ ନିଜେ ପ୍ରଚାର କରିବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି- ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସେ ନିଜେ ପ୍ରଚାର କରିବେ।

ଏହାସହ ସେ ଆହୁରି କହିଛନ୍ତି- ଦଳର ଛାମୁଆ ନେତାମାନେ ମଧ୍ୟ ରୀତାଙ୍କ ପାଇଁ ପ୍ରଚାର କରିବେ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି- “ମୁଖ୍ୟମନ୍ତ୍ରୀ ବିଜେପୁରରେ ନିଶ୍ଚିତ ପ୍ରଚାର କରିବା ଦରକାର। ସେ ପ୍ରଚାର ସହ ବରଗଡ଼ ପାଇଁ କ’ଣ କରିଛନ୍ତି ତାହା ବି କୁହନ୍ତୁ। ୧୭ ବର୍ଷ ହେବ ଶାସନରେ ଅଛନ୍ତି, ବିଜେପୁର ପାଇଁ କ’ଣ କରିଛନ୍ତି ତାହା ବି କୁହନ୍ତୁ।”

Ordigital Desk
• Published: Sunday, 01 October 2017
• Updated: 01 October 2017, 05:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି- ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସେ ନିଜେ ପ୍ରଚାର କରିବେ।

ଏହାସହ ସେ ଆହୁରି କହିଛନ୍ତି- ଦଳର ଛାମୁଆ ନେତାମାନେ ମଧ୍ୟ ରୀତାଙ୍କ ପାଇଁ ପ୍ରଚାର କରିବେ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି- “ମୁଖ୍ୟମନ୍ତ୍ରୀ ବିଜେପୁରରେ ନିଶ୍ଚିତ ପ୍ରଚାର କରିବା ଦରକାର। ସେ ପ୍ରଚାର ସହ ବରଗଡ଼ ପାଇଁ କ’ଣ କରିଛନ୍ତି ତାହା ବି କୁହନ୍ତୁ। ୧୭ ବର୍ଷ ହେବ ଶାସନରେ ଅଛନ୍ତି, ବିଜେପୁର ପାଇଁ କ’ଣ କରିଛନ୍ତି ତାହା ବି କୁହନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos