ଧନତେରସ ଦିନ ଭୁଲ୍‌ରେ ବି କିଣନ୍ତୁନି ଏସବୁ ଜିନିଷ

ଧନତେରସ ଦିନ ଲୋକେ କିଛି ନା କିଛି ନିଶ୍ଚିତ ଭାବେ ଘରକୁ କିଣି ଆଣନ୍ତି। ଏହି ଦିନ ସୁନାର କିଛି ଜିନିଷ କିଣି ଆଣିଲେ ମା’ ଲକ୍ଷ୍ମୀଙ୍କ କୃପା ବଜାୟ ରହେ ବୋଲି ବିଶ୍ୱାସ ରହିଛି। ଧନ ବଢ଼େ ବୋଲି କୁହାଯାଏ। ତେବେ କିଛି ଜିନିଷ ଅଛି ଯେଉଁଗୁଡ଼ିକୁ ଏହି ଦିନ ଆଦୌ କିଣିବା ଉଚିତ ନୁହେଁ। ଆସନ୍ତୁ ଜାଣିବ ସେହି ସବୁ ଜିନିଷଗୁଡ଼ିକ ସଂପର୍କରେ। ୧. ଏହି ଦିନ ଚୀନାମାଟିର ବାସନ କିଣନ୍ତୁ ନାହିଁ। ଅନ୍ୟ […]

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 10:43 AM IST

ଧନତେରସ ଦିନ ଲୋକେ କିଛି ନା କିଛି ନିଶ୍ଚିତ ଭାବେ ଘରକୁ କିଣି ଆଣନ୍ତି। ଏହି ଦିନ ସୁନାର କିଛି ଜିନିଷ କିଣି ଆଣିଲେ ମା’ ଲକ୍ଷ୍ମୀଙ୍କ କୃପା ବଜାୟ ରହେ ବୋଲି ବିଶ୍ୱାସ ରହିଛି। ଧନ ବଢ଼େ ବୋଲି କୁହାଯାଏ। ତେବେ କିଛି ଜିନିଷ ଅଛି ଯେଉଁଗୁଡ଼ିକୁ ଏହି ଦିନ ଆଦୌ କିଣିବା ଉଚିତ ନୁହେଁ। ଆସନ୍ତୁ ଜାଣିବ ସେହି ସବୁ ଜିନିଷଗୁଡ଼ିକ ସଂପର୍କରେ।

୧. ଏହି ଦିନ ଚୀନାମାଟିର ବାସନ କିଣନ୍ତୁ ନାହିଁ। ଅନ୍ୟ କୌଣସି ଦିନ ଏ ସାମଗ୍ରୀଗୁଡ଼ିକୁ କିଣନ୍ତୁ।

୨. ଧନତେରସ ଦିନ କାଚର କୌଣସି ଜିନିଷ କିଣନ୍ତୁ ନାହିଁ।

୩. ଆଲୁମିନିୟମ ତିଆରି ବାସନକୁସନ ଅବା ଅନ୍ୟ କୌଣସି ଜିନିଷ କିଣନ୍ତୁ ନାହିଁ। ଆଲୁମିନିୟମରେ ରାହୁ ଅଧିପତି ହୋଇଥାନ୍ତି। ଏହାଦ୍ୱାରା ସବୁ ଶୁଭଗ୍ରହ ପ୍ରଭାବିତ ହୋଇଥାନ୍ତି।

୪. ସେମିତି ଛୁରି ତଥା ଲୁହା ତିଆରି କୌଣସି ବାସନକୁସନ କିଣନ୍ତୁ ନାହିଁ।

Related story