ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଜୋତା ରଖୁଛନ୍ତି କି? ଜାଣନ୍ତୁ କ’ଣ ହୁଏ

Ordigital Desk
  • Published: Friday, 10 November 2017
  • , Updated: 10 November 2017, 12:21 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରର ମୁଖ୍ୟଦ୍ୱାର ସମ୍ମୁଖରେ ପ୍ରାୟ ସମୟ ଜୋତା ଗଦା ହୋଇଥିବାର ଦେଖାଯାଏ। କାରଣ ଗୃହ ପ୍ରବେଶ କରିବା ପୂର୍ବରୁ ଆମେ ଜୋତାକୁ ଓହ୍ଲାଇ ମୁଖ୍ୟଦ୍ୱାର ସମ୍ମୁଖରେ ରଖିଦେଉ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଜୋତା ରଖିବା ଅନୁଚିତ। ଏହାଦ୍ୱାରା ଘର ଲକ୍ଷ୍ମୀଛଡ଼ା ହୋଇଯାଏ ବା ଘରକୁ ଲକ୍ଷ୍ମୀ ଆସନ୍ତି ନାହିଁ। ତେଣୁ ଜୋତା ରଖିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଜୋତାକୁ ମୁଖ୍ୟଦ୍ୱାର ସମ୍ମୁଖରେ ନରଖି ଏକ କୋଣରେ ରଖନ୍ତୁ।</p> <p>&lt;span style=&quot;color: #ff0000; font-size: 14pt;&quot;&gt;&lt;strong&gt;ଆହୁରି ମଧ୍ୟ ପଢନ୍ତୁ:&lt;/strong&gt;&lt;/span&gt;&nbsp;&lt;a title=&quot;View ଘରେ କେଉଁ ଦେବୀ ଦେବତାଙ୍କୁ କେମିତି କରିବେ ପୂଜା&quot; href=&quot;&quot; rel=&quot;bookmark&quot;&gt;ଘରେ କେଉଁ ଦେବୀ ଦେବତାଙ୍କୁ କେମିତି କରିବେ ପୂଜା&lt;/a&gt;</p> <p>https://www.youtube.com/watch?v=1djmk1ex_oM&amp;amp;index=1&amp;amp;list=PLSItThInuALsR3zhPtcvN27BHifeAaF98</p>

Related story