କୁକୁର ଦେଇଥାଏ ଏହି ସବୁ ଅଶୁଭ ସଂକେତ

ଅଧିକାଂଶ ଲୋକେ ଘରେ କୁକୁର ପାଳିବାକୁ ଭଲ ପାଆନ୍ତି।  କୁହାଯାଏ,  କୁକୁରର ଷଷ୍ଠ ଇନ୍ଦ୍ରୀୟ ଅଧିକ ସକ୍ରିୟ ଥାଏ। କୌଣସି ଅଶୁଭ ଘଟଣା ଘଟିବା ପୂର୍ବରୁ କୁକୁର ଆଗୁଆ ଜାଣିପାରିଥାଏ ଆଉ କାନ୍ଦିବା ଆରମ୍ଭ କରିଦିଏ। ତେଣୁ କୁକୁର କାନ୍ଦିବା ଅଶୁଭ ବୋଲି ଧରାଯାଏ। କୁକୁର କାନ୍ଦିବା ଛଡା ଅନ୍ୟ କିଛି ସଙ୍କେତ ରହିଛି ଯାହା ଖରାପ ବୋଲି ଧରାଯାଏ। ଆସନ୍ତୁ ଜାଣିବା ସେ ସଂପର୍କରେ। ଆକାଶ ଆଡକୁ ମୁହଁ କରି କୁକୁର ଭୋକିବାକୁ ଲାଗିଲେ ଏହା […]

Indian-Pariah-2 copy

Rakesh Mallick
  • Published: Thursday, 12 April 2018
  • , Updated: 13 April 2018, 07:45 AM IST

ଅଧିକାଂଶ ଲୋକେ ଘରେ କୁକୁର ପାଳିବାକୁ ଭଲ ପାଆନ୍ତି।  କୁହାଯାଏ,  କୁକୁରର ଷଷ୍ଠ ଇନ୍ଦ୍ରୀୟ ଅଧିକ ସକ୍ରିୟ ଥାଏ। କୌଣସି ଅଶୁଭ ଘଟଣା ଘଟିବା ପୂର୍ବରୁ କୁକୁର ଆଗୁଆ ଜାଣିପାରିଥାଏ ଆଉ କାନ୍ଦିବା ଆରମ୍ଭ କରିଦିଏ। ତେଣୁ କୁକୁର କାନ୍ଦିବା ଅଶୁଭ ବୋଲି ଧରାଯାଏ। କୁକୁର କାନ୍ଦିବା ଛଡା ଅନ୍ୟ କିଛି ସଙ୍କେତ ରହିଛି ଯାହା ଖରାପ ବୋଲି ଧରାଯାଏ। ଆସନ୍ତୁ ଜାଣିବା ସେ ସଂପର୍କରେ।

  • ଆକାଶ ଆଡକୁ ମୁହଁ କରି କୁକୁର ଭୋକିବାକୁ ଲାଗିଲେ ଏହା ଅଶୁଭ ହୋଇଥାଏ। ଏହା ଆଗାମୀ ଦିନରେ ପାଣିର ଅଭାବ ଦେଖାଯିବର ସଂକେତ ହୋଇଥାଏ।
  • କୌଣସି କାମରେ ଯାଉଥିଲେ ଯଦି ବାଟରେ କୁକୁର ଗଡିବାକୁ ଲାଗେ ତେବେ ଜାଣିବେ କାର୍ଯ୍ୟରେ ନିଶ୍ଚିତ ଭାବେ ବାଧା ଉପୁଜିବ।
  • କୁକୁର ଯଦି ଯୋତା କିମ୍ୱା ଚପଲ ନେଇଯାଏ ତେବେ ସାବଧାନ ହୋଇଯାଆନ୍ତୁ। ଏହା ମଧ୍ୟ ବିପଦର ସଂକେତ। ଏହି ସମୟରେ ଯାତ୍ରା ପାଇଁ ବାହାରକୁ ଯାଉଥିଲେ ଯାତ୍ରା ସ୍ଥଗିତ କରିଦିଅନ୍ତୁ।

Related story