ଭୁଲ୍‌ରେ ବି ଏହି ପାଞ୍ଚଟି ଜିନିଷ ଦାନ କରନ୍ତୁ ନାହିଁ, ନ ହେଲେ...

ଶାସ୍ତ୍ରରେ ଦାନ କରିବାକୁ ସବୁଠୁ ବଡ଼ ପୂଣ୍ଣ୍ୟ କାମ ବୋଲି କୁହାଯାଏ। ଶାସ୍ତ୍ର ଅନୁଯାୟୀ ଦାନ କରିବା ଦ୍ୱାରା ମଣିଷର ଅନେକ ସମସ୍ୟାର ଅନ୍ତ ଘଟିଥାଏ। ଦାନ କରିଥିବା ବ୍ୟକ୍ତିକୁ ଭଗବାନଙ୍କ ଆଶୀର୍ବାଦ ମିଳିବା ସହ ଅନେକ ପୂଣ୍ଣ୍ୟ ଲାଭ ହୋଇଥାଏ। କିନ୍ତୁ ଅନେକ ଥର ଲୋକେ ଏପରି କିଛି ଜିନିଷ ଦାନ କରିଦେଇଥାନ୍ତି, ଯାହା ଫଳରେ ସେମାନଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼େ। କାରଣ ଶାସ୍ତ୍ରରେ କିଛି ଜିନିଷର ଦାନକୁ ମହାପାପ ବୋଲି କୁହାଯାଏ। ଆସନ୍ତୁ […]

vastu

vastu

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 12:12 PM IST

Sports

Latest News

ଶାସ୍ତ୍ରରେ ଦାନ କରିବାକୁ ସବୁଠୁ ବଡ଼ ପୂଣ୍ଣ୍ୟ କାମ ବୋଲି କୁହାଯାଏ। ଶାସ୍ତ୍ର ଅନୁଯାୟୀ ଦାନ କରିବା ଦ୍ୱାରା ମଣିଷର ଅନେକ ସମସ୍ୟାର ଅନ୍ତ ଘଟିଥାଏ। ଦାନ କରିଥିବା ବ୍ୟକ୍ତିକୁ ଭଗବାନଙ୍କ ଆଶୀର୍ବାଦ ମିଳିବା ସହ ଅନେକ ପୂଣ୍ଣ୍ୟ ଲାଭ ହୋଇଥାଏ। କିନ୍ତୁ ଅନେକ ଥର ଲୋକେ ଏପରି କିଛି ଜିନିଷ ଦାନ କରିଦେଇଥାନ୍ତି, ଯାହା ଫଳରେ ସେମାନଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼େ। କାରଣ ଶାସ୍ତ୍ରରେ କିଛି ଜିନିଷର ଦାନକୁ ମହାପାପ ବୋଲି କୁହାଯାଏ। ଆସନ୍ତୁ ଜାଣବା କେଉଁ ଜିନିଷକୁ ଦାନ କଲେ ମହାପାପ ହୋଇଥାଏ।

ଝାଡ଼ୁ: ଝାଡ଼ୁକୁ ମାତା ଲକ୍ଷ୍ମୀଙ୍କୁ ପ୍ରତୀକ ବୋଲି କୁହାଯାଏ। ତେଣୁ କେବେହେଲେ ଝାଡ଼ୁକୁ ଦାନରେ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଲକ୍ଷ୍ମୀ କ୍ଷୁବ୍ଧ ହୋଇଯାନ୍ତି। ଯାହା ଫଳରେ ଘରେ ଧନର ଅଭାବ ଦେଖା ଦେଇଥାଏ।

ବାସି ଖାଦ୍ୟ: କେବେହେଲେ କାହାକୁ ବାସି ଖାଦ୍ୟ ଦାନ କରନ୍ତୁ ନାହିଁ। ଏପରି କଲେ ନିଜ ଘର ଲୋକଙ୍କ ଦେହ ଅସୁସ୍ଥ ହୋଇଥାଏ।

ପ୍ଲାଷ୍ଟିକ ଓ ଷ୍ଟିଲ୍ ବାସନ: ଶାସ୍ତ୍ରରେ ପ୍ଲାଷ୍ଟିକ୍ ଓ ଷ୍ଟିଲ୍‌ ବାସନକୁ କେବେ ବି ଦାନ କରିବା ଉଚିତ ନୁହେଁ। କାରଣ ଶାସ୍ତ୍ର ଅନୁଯାୟୀ ଷ୍ଟିଲ୍ ବାସନ ଦାନ କଲେ ଘରର ସୁଖଶାନ୍ତି ଭଙ୍ଗ ହୋଇଥାଏ। ସେହିଭଳି ପ୍ଲାଷ୍ଟିକ ବାସନ ଦାନ କଲେ ବେପାର ବୁଡ଼ିଯାଏ।

ତେଲ: ଏମିତି ଦେଖିବାକୁ ଗଲେ ଯାହାର ଶନି ଦଶା ପଡ଼ିଥାଏ, ସେ ଯଦି ତେଲ ଦାନ କରେ ତେବେ ଶୁଭ। କିନ୍ତୁ ଏହି ତେଲ ଖରାପ ନ ହୋଇଥିବା ଦରକାର। କାରଣ ଖରାପ ତେଲର ଦାନ କରିବା ଅଶୁଭ ହୋଇଥାଏ।

ଧାରୁଆ ଜିନିଷ: ଭୁଲରେ ବି କାହାକୁ କୌଣସି ଧାରୁଆ ଜିନିଷ ଦାନ କରନ୍ତୁ ନାହିଁ। ଏପରି କଲେ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story