ରଙ୍ଗର ପର୍ବ ହୋଲିରେ କରନ୍ତୁ ନାହିଁ ଏସବୁ କାମ

ମାର୍ଚ୍ଚ ୨ ତାରିଖରେ ପଡୁଛି ରଙ୍ଗର ପର୍ବ ହୋଲି।  ବର୍ଷକେ ଥରେ ଏହି ରଙ୍ଗୀନ ପର୍ବକୁ  ସାରା ଦେଶ ଖୁସି ବା ଆନନ୍ଦ ସହ ପାଳନ କରିଥାଏ। ଶାସ୍ତ୍ର ଅନୁସାରେ ଏହି ଦିନ କିଛି କାର୍ଯ୍ୟ କରିବା ଆଦୌ ଉଚିତ ନୁହଁ। ଏହି କଥା ସବୁକୁ ପାଳନ କଲେ ଜୀବନରେ ସୁଖ ସମୃଦ୍ଧି ବଢିଥାଏ। ଆସନ୍ତୁ ଜାଣିବା ଏହି ଦିନ କ’ଣ ସବୁ ନ କରିବା ଉଚିତ। ହୋଲି ଦିନ ଅଧିକ ସମୟ ଯାଏଁ ଶୋଇ ରୁହନ୍ତୁ […]

holi

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 08:57 AM IST

ମାର୍ଚ୍ଚ ୨ ତାରିଖରେ ପଡୁଛି ରଙ୍ଗର ପର୍ବ ହୋଲି।  ବର୍ଷକେ ଥରେ ଏହି ରଙ୍ଗୀନ ପର୍ବକୁ  ସାରା ଦେଶ ଖୁସି ବା ଆନନ୍ଦ ସହ ପାଳନ କରିଥାଏ। ଶାସ୍ତ୍ର ଅନୁସାରେ ଏହି ଦିନ କିଛି କାର୍ଯ୍ୟ କରିବା ଆଦୌ ଉଚିତ ନୁହଁ। ଏହି କଥା ସବୁକୁ ପାଳନ କଲେ ଜୀବନରେ ସୁଖ ସମୃଦ୍ଧି ବଢିଥାଏ। ଆସନ୍ତୁ ଜାଣିବା ଏହି ଦିନ କ’ଣ ସବୁ ନ କରିବା ଉଚିତ।

  • ହୋଲି ଦିନ ଅଧିକ ସମୟ ଯାଏଁ ଶୋଇ ରୁହନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ।
  • ଏହି ଦିନ ଦାଢି ନିଶ ଓ ଚୁଟି କାଟିବା ଉଚିତ ନହେଁ।
  • ଘରେ ମିଠା ଖାଦ୍ୟ ପ୍ରସ୍ତୁତ କରି ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ। ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଏହି ଦିନ ଆମିଷ ଖାଆନ୍ତୁ ନାହିଁ।
  • ଏହି ଦିନ ଋଣ ଟଙ୍କା ଦେବା ନେବା କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ଷୁବ୍ଧ ହୁଅନ୍ତି।
  • ହୋଲି ଦିନ ଖରାପ ଶଦ୍ଧର ପ୍ରୟୋଗ କରନ୍ତୁ ନାହିଁ। ଶତ୍ରୁ ହୁଅନ୍ତୁ ଅବା ମିତ୍ର ଏହି ଦିନ ଅଭିର ଲଗାଇ ଭଲ ବ୍ୟବହାର ପଦର୍ଶନ କରନ୍ତୁ।

Related story