ଜାଣନ୍ତୁ ନିମ୍ବ ଗଛ କାଠ ଜଳେଇଲେ କ’ଣ ହୋଇଥାଏ ?

Ordigital Desk
  • Published: Saturday, 07 April 2018
  • , Updated: 07 April 2018, 11:46 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅତି ଗୁଣକାରୀ ବନୌଷଧୀମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠୁ ଆରମ୍ଭ କରି ଫୁଲ ପର୍ଯ୍ୟନ୍ତ ସବୁଥିରେ ଔଷଧୀୟ ଗୁଣ ରହିଛି। ତେଣୁ ଘର ବାହାରେ ଲୋକେ ନିମ୍ବ ଗଛ ଲଗାନ୍ତି। କୁହାଯାଏ ଘର ବାହାରେ ଥିବା ନିମ୍ବ ଗଛର ପବନ ଦେହରେ ବାଜିଲେ ଭଲ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ନିମ୍ବ ଗଛର କେବଳ ଉପକାରିତା ନଥାଏ କିଛି ଅପକାରିତା ମଧ୍ୟ ରହିଛି। ନିମ୍ବ ଗଛକୁ କେବେ କାଟନ୍ତୁ ନାହିଁ କି ନିମ୍ବ କାଠକୁ ପୋଡନ୍ତୁ ନାହିଁ। କାରଣ ନିମ୍ବ କାଠକୁ ଜାଳିବା ସମୟରେ ଯେଉଁ ଧୂଆଁ ବାହାରେ ତାକୁ ଯଦି କେହି ପୁରୁଷ ନାକ ପଟେ ଗ୍ରହଣ କରେ ତେବେ ତାଙ୍କର ନପୁସଂକତା ଦୋଷ ବାହାରିଥାଏ। (ଦେଖନ୍ତୁ ଭିଡିଓ)</p>

Related story