ଶନିବାର ଦିନ କ’ଣ କିଣିଲେ କ୍ଷତିକାରକ ଜାଣନ୍ତି?

Ordigital Desk
  • Published: Wednesday, 04 April 2018
  • , Updated: 04 April 2018, 12:38 PM IST
<p>&lt;h3&gt;&lt;strong&gt;&lt;span style=&quot;font-size: 12pt;&quot;&gt;ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ସବୁଦିନ କିଛି ନା କିଛି ସାମଗ୍ରୀ କିଣିଥାଉ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଆମେ କିଣୁଥିବା ସାମଗ୍ରୀ ଆମ ଘରର ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ। ଏକଥା ବୋଧହୁଏ କମ୍ ଲୋକ ଜାଣିଥିବେ। ତେଣୁ ଯେତେବେଳେ କିଣାକିଣି କରୁଛନ୍ତି ବାର ଉପରେ ଧ୍ୟାନ ଦିଅନ୍ତୁ। ଅର୍ଥାତ ବାର ଅନୁଯାୟୀ ସାମଗ୍ରୀ କିଣନ୍ତୁ। ଖାସ୍&zwnj; କରି ଶନିବାର ଦିନ ଲୁହା, ଚାମଡାଜାତ ଦ୍ରବ୍ୟ, ତେଲ, ଲୁଣ &zwnj;ଓ କୋଇଲା କିଣନ୍ତୁ ନାହିଁ। ଏହାଦ୍ୱାରା ଘରେ ଅମଙ୍ଗଳ ହୋଇଥାଏ।&lt;/span&gt;&lt;/strong&gt;&lt;/h3&gt;</p>

Related story