ଏହାକୁ ଖାଇବା ପରେ କ୍ଷୀର ପିଇବା କ୍ଷତିକାରକ

Ordigital Desk
  • Published: Friday, 23 February 2018
  • , Updated: 23 February 2018, 12:05 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଏଥିରେ &lsquo;କ୍ୟାଲସିୟମ&rsquo; ଓ &lsquo;ଭିଟାମିନ୍&zwnj; ଡି&rsquo; ଥାଏ ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ। ଏଥିସହ କ୍ଷୀର ପିଇବା ଦ୍ୱାରା ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରୀତ ରୁହେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ କ୍ଷୀର ପିଅନ୍ତୁ କିଛି ମନା ନାହିଁ। କିନ୍ତୁ ମାଛ ଖାଇ ସାରିବା ପରେ କେବେ କ୍ଷୀର ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

Related story