ଭୁବନେଶ୍ୱର(ଓଡିଶା ରିପୋର୍ଟର): ତିଥି ଅନୁସାରେ ଖାଦ୍ୟ ଖାଆନ୍ତୁ। ଯଦି ଏମିତି କରୁନାହାଁନ୍ତି, ତେବେ ଆଜିଠାରୁ ଏଭଳି ଅଭ୍ୟାସର ଆରମ୍ଭ କରନ୍ତୁ। କହିବାର ଉଦ୍ଦେଶ୍ୟ ହେଉଛି ତିଥି ଅନୁସାରେ ଖାଦ୍ୟପେୟ ଆମ ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଅଷ୍ଟମୀ ତିଥିରେ କେବେ ‘ନଡିଆ’ ଖାଇବେ ନାହିଁ। ଏହିଦିନ ନଡିଆ ଖାଇଲେ ମୁର୍ଖ ହୋଇଯିବେ। ଏବଂ ତୃତୀୟା ତିଥିରେ କେବେ ‘ପୋଟଳ’ ଖାଆନ୍ତୁ ନାହିଁ। ରୋଗରେ ପଡିବେ। ତେଣୁ ଏହି ଦୁଇଟି ତିଥିରେ ଏହି ଦୁଇଟି ଖାଦ୍ୟଠୁ ଯେତେ ସମ୍ଭବ ଦୂରେଇ ରହିବା ଭଲ। (ଦେଖନ୍ତୁ ଭିଡିଓ)
https://youtu.be/_kXfD6sKDDU?list=PLSItThInuALsR3zhPtcvN27BHifeAaF98