ଜାଣନ୍ତୁ ରାତିରେ କ’ଣ ଖାଇଲେ କ୍ଷତିକାରକ ହୋଇପାରେ
- Published: Sunday, 25 February 2018
- , Updated: 25 February 2018, 12:39 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ଶରୀର ପାଇଁ ଭଲ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଖାଦ୍ୟପେୟ ଉପରେ ସବୁବେଳେ ଧ୍ୟାନ ରଖନ୍ତୁ। ସକାଳ, ମଧ୍ୟାହ୍ନ ଓ ରାତ୍ରି ଭୋଜନ ସମୟରେ ଟିକେ ସଚେତନ ରୁହନ୍ତୁ। ବିଶେଷ କରି ରାତିରେ ହାଲ୍‌କା ଖାଦ୍ୟ ଖାଆନ୍ତୁ। ଭଲ ନିଦ ହେବ। ଏଥିସହ ରାତିରେ କେବେ ପିତା, ଦହି ଓ ଶାଗ ଖାଆନ୍ତୁ ନାହିଁ। ରାତିରେ ପଇଡ ପାଣି ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ।</p>