ଘରେ କିଛି ଭଙ୍ଗା ଜିନିଷ ରଖିଛନ୍ତି କି?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାଙ୍ଗିଯାଇଥିବା ଜିନିଷକୁ ଘରେ ରଖିବାର ଅଭ୍ୟାସ ପ୍ରାୟ ସମସ୍ତଙ୍କର ଥାଏ। ଯଦି କିଛି ଜିନିଷ ଭାଙ୍ଗିଯାଏ ତେବେ ତାକୁ ବାହାରେ ନ ଫିଙ୍ଗି ଆମେ ଘରେ ରଖିଥାଉ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ, ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏପରି କିଛିଟା ଜିନିଷ ଅଛି ଯାହା ଭାଙ୍ଗିଗଲା ପରେ ଘରେ ରଖିବା ଆଦୌ ଉଚିତ ନୁହେଁ। ଭଙ୍ଗା ଚୌକି ଏବଂ ଭଙ୍ଗା ଖଟକୁ କେବେବି ଘର ସମ୍ମୁଖରେ ରଖନ୍ତୁ ନାହିଁ। ଏଥିସହ କଣ୍ଟା ଜାତୀୟ ଗଛ ମଧ୍ୟ […]

bhanga

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 09:11 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାଙ୍ଗିଯାଇଥିବା ଜିନିଷକୁ ଘରେ ରଖିବାର ଅଭ୍ୟାସ ପ୍ରାୟ ସମସ୍ତଙ୍କର ଥାଏ। ଯଦି କିଛି ଜିନିଷ ଭାଙ୍ଗିଯାଏ ତେବେ ତାକୁ ବାହାରେ ନ ଫିଙ୍ଗି ଆମେ ଘରେ ରଖିଥାଉ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ, ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏପରି କିଛିଟା ଜିନିଷ ଅଛି ଯାହା ଭାଙ୍ଗିଗଲା ପରେ ଘରେ ରଖିବା ଆଦୌ ଉଚିତ ନୁହେଁ। ଭଙ୍ଗା ଚୌକି ଏବଂ ଭଙ୍ଗା ଖଟକୁ କେବେବି ଘର ସମ୍ମୁଖରେ ରଖନ୍ତୁ ନାହିଁ। ଏଥିସହ କଣ୍ଟା ଜାତୀୟ ଗଛ ମଧ୍ୟ ଘର ସାମ୍ନାରେ ଲଗାନ୍ତୁ ନାହିଁ କି ରଖନ୍ତୁ ନାହିଁ। ଅନ୍ୟାନ ଭଙ୍ଗା ଜିନିଷ ମଧ୍ୟ ଯେତେ ପାରୁଛନ୍ତି ଘରଠୁ ଦୂରେଇ ରଖନ୍ତୁ। ଭଙ୍ଗା ଜିନିଷ ଘରେ ରଖିବା ମାନେ ଅଶୁଭ। ତେଣୁ ଭଙ୍ଗିଯାଇଥିବା ଜିନିଷକୁ ତୁରନ୍ତ ଘରୁ ବାହାର କରି ଫିଙ୍ଗି ଦିଅନ୍ତୁ।(ଦେଖନ୍ତୁ ଭିଡିଓ)

https://youtu.be/5-wzdU1ocvM

Related story