ଏହି ଜାଗାରେ ଝାଡୁ ରଖନ୍ତୁ ନାହିଁ

Ordigital Desk
  • Published: Wednesday, 07 February 2018
  • , Updated: 07 February 2018, 12:34 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଘର ଓଳାଇବା ପାଇଁ ସମସ୍ତେ ଝାଡୁ ବ୍ୟବହାର କରନ୍ତି। କିଛି ଲୋକ ଅଛନ୍ତି ଝାଡୁ ବ୍ୟବହାର କରିସାରିବା ପରେ ତାକୁ ଏଠି ସେଠି ପକାଇ ଦିଅନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଝାଡୁକୁ ରଖିବାର ନିର୍ଦ୍ଧିଷ୍ଟ ନିୟମ ରହିଛି। ଝାଡୁକୁ ମଆ ଲକ୍ଷ୍ମୀଙ୍କ ରୂପ ବୋଲି ବିଶ୍ୱାସ କରାଯାଏ। ସମସ୍ତଙ୍କ ନଜର ପଡୁଥିବା ସ୍ଥାନରେ ଏବଂ ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ। ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ। ତେଣୁ ଘରର ପଶ୍ଚିମ କୋଣରେ କିମ୍ବା ଦୃଷ୍ଟି ପଡୁ ନଥିବା ଜାଗାରେ ଝାଡୁ ରଖିବାକୁ ଚେଷ୍ଟା କରନ୍ତୁ।</p>

Related story