କେଶ ଖୋଲା କରି ଶୋଉଛନ୍ତି କି? ତାହେଲେ…

Ordigital Desk
  • Published: Thursday, 04 January 2018
  • , Updated: 04 January 2018, 01:54 PM IST
<p>ଭୁବନେଶ୍ୱର (ଓଡିଶା ରିପୋର୍ଟର): ନାରୀମାନେ କେଶ ଖୋଲା ରଖିବା ପସନ୍ଦ କରନ୍ତି। କାରଣ ଖୋଲା ଚୁଟିରେ ଝିଅମାନେ ଟିକେ ବେଶି ସୁନ୍ଦର ଲାଗନ୍ତି। ସେତିକି ନୁହେଁ ରାତିରେ ମଧ୍ୟ କିଛି ମହିଳା କେଶ ଖୋଲା କରି ଶୁଅନ୍ତି। ବାସ୍ତ୍ରୁଶାସ୍ତ୍ର ଅନୁଯାୟୀ ଏହା କରିବା ଅନୁଚିତ୍। କାରଣ ଏହା ଦ୍ୱାରା ମନରେ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ଏଥିସହ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ରାତିରେ କେଶ ଖୋଲା କରି ଶୋଇବା ଦ୍ୱାରା ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି ଓ ଘରେ ବିପତ୍ତି ଦେଖାଦିଏ। ଖାସ୍&zwnj; କରି ମହିଳାମାନେ ରାତିରେ ଶୋଇବା ବେଳେ ଚୁଟି ଖୋଲା କରି ନ ଶୋଇବା ଭଲ।</p>

Related story