ଜାଣନ୍ତୁ କାହାକୁ ଜଣାଇବେ ନାହିଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କଥା

Ordigital Desk
  • Published: Monday, 12 March 2018
  • , Updated: 12 March 2018, 01:02 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): &lsquo;ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି&rsquo; ଏ ପଦଟିକୁ ତ ଆପଣ ଶୁଣିଥିବେ। ପ୍ରାର୍ଥନା ଆକାରରେ ଏ ପଦକୁ ଉଚ୍ଚାରଣ କରାଯାଏ। ଅର୍ଥାତ ସତ୍ୟ ହେଉଛି ପୁଣ୍ୟ। ଯେତେ କଷ୍ଟ ହେଲେ ମଧ୍ୟ ସତ କହିବାକୁ କେବେ ଭୟ କରନ୍ତୁ ନାହିଁ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସତ କହିବା ବେଳେ ଟିକେ ଧ୍ୟାନ ଦଅନ୍ତୁ। ବାପା ମାଆଙ୍କ ଆଗରେ କେବେ ମିଛ କୁହନ୍ତୁ ନାହିଁ। କିନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସତ କଥା ସ୍ତ୍ରୀକୁ ଜଣାନ୍ତୁ ନାହିଁ। କାରଣ କୁହାଯାଏ ନାରୀମାନଙ୍କ ପେଟରେ କୌଣସି କଥା ରୁହେନି। ଅର୍ଥାତ ସେ ଗୁରୁତ୍ୱପୂର୍ଣ୍ଣ ସତ କଥାଟେ ଅନ୍ୟକାହା ଆଗରେ କେତେବେଳେ ପ୍ରକାଶ କରିଦିଅନ୍ତି ସେକଥା ସେ ନିଜେ ବି ଜାଣି ପାରନ୍ତି ନାହିଁ। ଏଣୁ ସାବଧାନ। ଏମିତି କଲେ ଅସୁବିଧାରେ ପଡିପାରନ୍ତି।(ଦେଖନ୍ତୁ ଭିଡିଓ)</p>

Related story