ହାତ ପାପୁଲି କୁଣ୍ଡେଇ ହେଉଛି କି?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧନପ୍ରାପ୍ତି ପାଇଁ କିଏ ନ ଚାହେଁ କହିଲେ? ଖାସ୍‌ ସେଥିପାଇଁ ତ ଏତେ ନାଟ। ଅର୍ଥ ହାତେଇବାକୁ କିଏ କଡା ପରିଶ୍ରମ କରୁଛି ତ ପୁଣି କିଏ ଭାଗ୍ୟ ଆଦେରି ଅପେକ୍ଷା କରୁଛି। ଜାଣିଛନ୍ତି, ଆପଣଙ୍କ ଶରୀରର କିଛି ପରିବର୍ତ୍ତନ ମଧ୍ୟ ଧନପ୍ରାପ୍ତିର ସଂକେତ ଦିଅନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ହାତ କୁଣ୍ଡେଇ ହେଲେ ଜାଣନ୍ତୁ ପଇସା ମିଳିବ। ପୁରୁଷ ଲୋକମାନଙ୍କର ଡାହାଣ ହାତ ପାପୁଲି ଏବଂ ସ୍ତ୍ରୀ ଲୋକମାନଙ୍କର ବାମ ହାତ ପାପୁଲି […]

p-11

Rakesh Mallick
  • Published: Saturday, 28 April 2018
  • , Updated: 28 April 2018, 09:19 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧନପ୍ରାପ୍ତି ପାଇଁ କିଏ ନ ଚାହେଁ କହିଲେ? ଖାସ୍‌ ସେଥିପାଇଁ ତ ଏତେ ନାଟ। ଅର୍ଥ ହାତେଇବାକୁ କିଏ କଡା ପରିଶ୍ରମ କରୁଛି ତ ପୁଣି କିଏ ଭାଗ୍ୟ ଆଦେରି ଅପେକ୍ଷା କରୁଛି। ଜାଣିଛନ୍ତି, ଆପଣଙ୍କ ଶରୀରର କିଛି ପରିବର୍ତ୍ତନ ମଧ୍ୟ ଧନପ୍ରାପ୍ତିର ସଂକେତ ଦିଅନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ହାତ କୁଣ୍ଡେଇ ହେଲେ ଜାଣନ୍ତୁ ପଇସା ମିଳିବ। ପୁରୁଷ ଲୋକମାନଙ୍କର ଡାହାଣ ହାତ ପାପୁଲି ଏବଂ ସ୍ତ୍ରୀ ଲୋକମାନଙ୍କର ବାମ ହାତ ପାପୁଲି କୁଣ୍ଡାଇ ହେଲେ ଜାଣିବେ ପଇସା ମିଳିବ। ଏଥିସହ ଯଦି ଆପଣଙ୍କ କାନ ପାଖରେ ଚୁଟି ବଢୁଛି, ତେବେ ତାକୁ କାଟନ୍ତୁ ନାହିଁ। ଏହା ଶୁଭଫଳ ଦେଇଥାଏ। (ଦେଖନ୍ତୁ ଭିଡିଓ)

https://youtu.be/QU01ie-uuCU

 

Related story