ଜାଣନ୍ତୁ ସ୍ୱପ୍ନରେ ପାଚିଲା ଫଳ ଦେଖିଲେ କ’ଣ ହେବ

Ordigital Desk
  • Published: Wednesday, 14 February 2018
  • , Updated: 14 February 2018, 01:17 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୋଇବା ବେଳେ ଆମେ ଅନେକ ସ୍ୱପ୍ନ ଦେଖିଥାଉ। କେତେବେଳେ ଭଲ ସ୍ୱପ୍ନ ତ କେତେବେଳେ ଦୁଃସ୍ୱପ୍ନ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସବୁ ସ୍ନପ୍ନ କିଛି ନା କିଛି ସଂକେତ ଦିଏ। ଯଦି ଆପଣ କେବେ କୁମ୍ଭାର ହାଣ୍ଡି ଗଢୁଥିବାର, ପାଚିଲା ଫଳ ଥୁଆ ହୋଇଥିବାର କିମ୍ବା ପାଚିଲା ଫଳ ଖାଉଥିବାର ସ୍ୱପ୍ନ ଦେଖନ୍ତି ତେବେ ଜାଣନ୍ତୁ ସେବେଠୁ ଆପଣଙ୍କର ଭଲ ଦିନ ଆରମ୍ଭ ହେଲା। (ଦେଖନ୍ତୁ ଭିଡିଓ)</p>

Related story