କମଳା ରସ ପିଉଛନ୍ତି କି?

Ordigital Desk
  • Published: Thursday, 17 May 2018
  • , Updated: 17 May 2018, 08:05 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମଳା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କମଳାରେ ପ୍ରଚୁର ପରିମାଣରେ ସାଇଟ୍ରିକ୍&zwnj; ଏସିଡ୍&zwnj;, ମ୍ୟାଗ୍ନେସିୟମ୍&zwnj;, ଫସ୍&zwnj;ଫରସ୍&zwnj; ଏବଂ ଆଇରନ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍&zwnj; ସି ବି ରହିଛି। ଏଥିରେ ଥିବା ଫ୍ରୁଟୋଜ ଏବଂ ଭିଟାମିନ୍&zwnj; ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ହାଡ଼କୁ ମଧ୍ୟ ଶକ୍ତ ରଖିବାରେ ସହାୟକ ହୋଇଥାଏ। ଜଣେ ବ୍ୟକ୍ତି ଦିନକୁ ଗୋଟେ କିମ୍ବା ଦୁଇଟି କମଳା &nbsp;ଖାଇବା ଉଚିତ।</p> <p>&lt;a href=&quot;&quot;&gt;(image) &lt;/a&gt;ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ କମଳା ପିଲାମାନଙ୍କ ପାଇଁ ମଧ୍ୟ ହିତକର। କମଳା ରସକୁ ପ୍ରତ୍ୟେକ ଦିନ ପିଲାଙ୍କୁ ପିଇବାକୁ ଦିଅନ୍ତୁ। ଏହା ତାଙ୍କ ଶରୀରରେ ଔଷଧ ପରି କାମ କରିଥାଏ। ଏଥିସହ କମଳା ରସ ଗର୍ଭବତୀ ମହିଳା ମାନେ ମଧ୍ୟ ପିଇବା ଉଚିତ। ଏହାଦ୍ୱାରା ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ପେଟରେ ବଢୁଥିବା ପିଲା ସୁନ୍ଦର ହୋଇ ଜନ୍ମ ନିଏ। (ଦେଖନ୍ତୁ ଭିଡିଓ)</p> <p>https://youtu.be/iqpdLMJx2GE?list=PLSItThInuALsR3zhPtcvN27BHifeAaF98</p>

Related story