ଛୋଟ ଛୋଟ ଟିପ୍ସ ଆପଣାନ୍ତୁ: ସୁନ୍ଦର ଦିଶିବ ଘର

ଘର ସଜାଇବାକୁ ସମସ୍ତେ ଭଲ ପାଇଥାନ୍ତି। ବହୁ ଲୋକଙ୍କର ଏହା ଏକ ନିଶା କହିଲେ ଭୁଲ ହେବନାହିଁ। ଏଥିପାଇଁ ସେମାନେ ଅନେକ ଏକ୍ସପରିମେଣ୍ଟ କରିଥାନ୍ତି। ଘର ସାଜସଜ୍ଜା ଓ ପରିଷ୍କାର ପରିଚ୍ଛନ ରଖି ଏମାନେ ଅଲଗା ପ୍ରକାର ଆନନ୍ଦ ପାଇଥାନ୍ତି। ଏଥିପାଇଁ କିଛି ଲୋକ ବହୁତ ଖର୍ଚ୍ଚ ମଧ୍ୟ କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବତାଉଛୁ, ଯେଉଁଥିରେ ଆପଣ ଅଦକାରୀ ଜିନିଷକୁ ବ୍ୟବହାର କରି ଘରକୁ ସୁନ୍ଦର ଭାବେ ସଜାଇ ପାରିବେ। […]

home design

home design

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 12:21 PM IST

Sports

Latest News

ଘର ସଜାଇବାକୁ ସମସ୍ତେ ଭଲ ପାଇଥାନ୍ତି। ବହୁ ଲୋକଙ୍କର ଏହା ଏକ ନିଶା କହିଲେ ଭୁଲ ହେବନାହିଁ। ଏଥିପାଇଁ ସେମାନେ ଅନେକ ଏକ୍ସପରିମେଣ୍ଟ କରିଥାନ୍ତି। ଘର ସାଜସଜ୍ଜା ଓ ପରିଷ୍କାର ପରିଚ୍ଛନ ରଖି ଏମାନେ ଅଲଗା ପ୍ରକାର ଆନନ୍ଦ ପାଇଥାନ୍ତି। ଏଥିପାଇଁ କିଛି ଲୋକ ବହୁତ ଖର୍ଚ୍ଚ ମଧ୍ୟ କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବତାଉଛୁ, ଯେଉଁଥିରେ ଆପଣ ଅଦକାରୀ ଜିନିଷକୁ ବ୍ୟବହାର କରି ଘରକୁ ସୁନ୍ଦର ଭାବେ ସଜାଇ ପାରିବେ।

୧. ଏକ କାଚପାତ୍ରରେ ଶାମୁକା ସବୁ ପକାଇ ଲିଭିଂ ରୁମ୍‌ରେ ରଖିଦିଅନ୍ତୁ। ଏହା ଘରର ଶୋଭାକୁ ଅଧିକ ବଢାଇଦେବ।

୨. ବ୍ୟବହାରରେ ଆସୁ ନଥିବା ଟାୟାରକୁ ଭଲ ଭାବେ ପେଣ୍ଟ କରି ସେଥିରେ ଗଛ ଲଗାଇ ପାରିବେ। ଏହା ବଗିଚାକୁ ଆହୁରି ଅଧିକ ସୁନ୍ଦର କରିଦେବ।

୩. ପୁରୁଣା ବୋତଲରେ ନେଟ୍‌ କପଡା ଲଗାଇ ସଜାଇ ଦିଅନ୍ତୁ। ଏହି ବୋତଲରେ ଛୋଟ ଛୋଟ ଗଛ ସବୁ ଲଗାଇ ଘରେ କିମ୍ୱା ବାହାରେ ଝୁଲାଇ ପରିବେ।

୪. ବଗିଚାରେ ଥିବା ଗାଡିଆକୁ ସଜାଇବାକୁ ଚାହୁଁଥିଲେ ଚାରିପଟେ ଥିବା ଛୋଟ ଛୋଟ ପଥରକୁ ଯୋଡି ପାଚେରୀ ନିର୍ମାଣ କରିଦିଅନ୍ତୁ। ଏହାର ଚାରିପାଖରେ ଅଲଗା ଅଲଗା ରଙ୍ଗର ଫୁଲ ଗଛ ଲଗାଇ ଦିଅନ୍ତୁ। ସୌନ୍ଦର୍ଯ୍ୟରେ ଚାରଚାନ୍ଦ ଲାଗିଯିବ।

୫. ବ୍ୟବହାରରେ ଆସୁ ନଥିବା ପୁରୁଣା ଜିନିଷ ଯେପରି ମଗ ଓ ଡବାକୁ ଗଛ ଲଗାଇବାରେ ବ୍ୟବହାର ମଧ୍ୟ କରି ଘର ଓ ବଗିଚାର ସୌନ୍ଦର୍ଯ୍ୟ ବଢାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story