ଘୁଙ୍ଗୁଡ଼ି ମାରୁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପଚାର

Ordigital Desk
  • Published: Saturday, 20 January 2018
  • , Updated: 20 January 2018, 12:28 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୋଇବା ସମୟରେ କିଛି ଲୋକ ଘୁଙ୍ଗୁଡ଼ି ମାରନ୍ତି। ଏହା ତାଙ୍କ ପାଖରେ ଶୋଉଥିବା ଲୋକଙ୍କୁ ଗଭୀର ଭାବେ ପ୍ରଭାବିତ କରେ। କେବେ କେବେ ସେମାନେ ଅନିଦ୍ରା ମଧ୍ୟ ରୁହନ୍ତି। ଘୁଙ୍ଗୁଡ଼ି ମାରିବା ଏକ ପ୍ରାକୃତିକ ପ୍ରକିୟା ଭାବି ଆମେ ତାର ନିରାକରଣ ପାଇଁ ଏତେଟା ଧ୍ୟାନ ଦେଇନଥାଉ। କିନ୍ତୁ ବାସ୍ତବରେ ଏହା କୌଣସି ସାଧାରଣ ପ୍ରକିୟା ନୁହେଁ, ଏହା ଏକ ରୋଗ। ଗବେଷଣା ଅନୁଯାୟୀ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତିମାନେ ହୃଦ୍&zwnj;ରୋଗର ଶିକାର ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପାୟ ରହିଛି। ରାତିରେ ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତି ଖାଇ ଗରମ ପାଣି ପିଅନ୍ତୁ। ଏମିତି ପନ୍ଦର ଦିନ କରନ୍ତୁ। ଦେଖିବେ ଘୁଙ୍ଗୁଡ଼ି ମାରିବା ବନ୍ଦ ହୋଇଯିବ।</p> <p>&amp;nbsp;</p>

Related story