ଦାନ୍ତରେ ଯନ୍ତ୍ରଣା ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

Ordigital Desk
  • Published: Friday, 02 February 2018
  • , Updated: 02 February 2018, 01:19 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜିକାଲି ଦାନ୍ତ ଜନିତ ସମସ୍ୟା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଉଛି। ଦାନ୍ତ ମୂଳରେ ଖାଦ୍ୟ ରହିଗଲେ କିମ୍ବା ଦାନ୍ତକୁ ଭଲ ଭାବେ ସଫା ନକଲେ ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା ପାଇଁ ଭଲ ଭାବେ ଖାଇବା ପିଇବା କରି ହୁଏନି। ଏଥିପାଇଁ ଏକ ଭଲ ଘରୋଇ ଉପଚାର ରହିଛି। ସୋରିଷ ତେଲ ଆଣନ୍ତୁ ଓ ସେଥିରେ ଟିକେ ହଳଦୀ ଏବଂ ଲୁଣ ମିଶାନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଦାନ୍ତ ମୂଳରେ ମାଲିସ କରନ୍ତୁ। ଦୁଇ ଦିନ ପରେ ଦେଖିବେ ଦାନ୍ତ ଯନ୍ତ୍ରଣା କମିଯିବ।</p> <p>&amp;nbsp;</p>

Related story