ଜାଣନ୍ତୁ କ’ଣ କଲେ ମନସ୍କାମନା ପୂର୍ଣ୍ଣ ହେବ

Ordigital Desk
  • Published: Monday, 02 April 2018
  • , Updated: 02 April 2018, 12:03 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରତ୍ୟେକ ମଣିଷର କିଛି ଇଚ୍ଛା ଥାଏ। ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ସେ ପରିଶ୍ରମ କରିଥାଏ। କିଛି ଲୋକ ମନସ୍କାମନା ପୂରଣ କରିବା ପାଇଁ ଠାକୁରଙ୍କ ପାଖରେ ଗୁହାରୀ ପଡନ୍ତି ଏବଂ ପୂଜାପାଠ କରିଥାନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମନସ୍କାମନା ପୂରଣ କରିବାର ଏକ ଉପାୟ ରହିଛି। ରବିବାର ଦିନ ବେଲ ଗଛ ମୂଳରେ ନାଲିରଙ୍ଗର ଫୁଲ ଓ ଧୂପ ଦେଇ ପୂଜା କରନ୍ତୁ। ଏଥିସହ ରବିବାର ଦିନ ବେଲ ଗଛକୁ ପ୍ରଦକ୍ଷଣ କରନ୍ତୁ। ଏମିତି ୭ଟି ରବିବାର କରନ୍ତୁ । ଦେଖିବେ ମନସ୍କାମନା ପୂର୍ଣ୍ଣ ହେବ। କାରଣ ବେଲଗଛ ହେଉଛି ରବି ମହାଗ୍ରହଙ୍କର ପ୍ରତୀକ। ତେଣୁ ରବିବାର ଦିନ ବେଲଗଛ ମୂଳରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

Related story