୪ଟି ରାତି ଅନିଦ୍ରା ରହିଲେ, ବଦଳି ଯିବ ଭାଗ୍ୟ

Ordigital Desk
  • Published: Thursday, 29 March 2018
  • , Updated: 29 March 2018, 12:41 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କଥାରେ ଅଛି କପାଳ ଲିଖନ କେ ବରିବ ଆନ। ଅର୍ଥାତ ଭାଗ୍ୟରେ ଯାହା ଲେଖା ଅଛି ମଣିଷକୁ ସେଇଟା ଭୋଗ କରିବାକୁ ପଡିବ। ଏକଥା ଜାଣି ମଧ୍ୟ କିଛି ଲୋକ ଅଛନ୍ତି, ସବୁବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ରୁହନ୍ତି। ଭଗବାନଙ୍କ ପାଖରେ ଆଧିଆ ପଡନ୍ତି, କାଳେ ଭାଗ୍ୟ ବଦଳିଯିବ ଓ ପରିବାର ସୁଖ ଶାନ୍ତି ଭରିଯିବ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଯଦି ସତରେ ଆପଣ ନିଜ ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଦୀପାବଳି, ଶିବରାତ୍ରୀ, ଜନ୍ମାଷ୍ଟମୀ ଏବଂ ଦୋଳ ପୂର୍ଣ୍ଣିମା ଦିନ ରାତିରେ ଅନିଦ୍ରା ରୁହନ୍ତୁ ଏବଂ ଭଗବାନଙ୍କୁ ସ୍ମରଣ କରନ୍ତୁ। ଏହି ଚାରିରାତିକୁ ମହାରାତ୍ରୀ କୁହାଯାଏ। ତେଣୁ ଏହି ଚାରିରାତ୍ରୀ ଭଗବାନ୍&zwnj;ଙ୍କୁ ଆରାଧନା କଲେ ଭାଗ୍ୟ ଉଦୟ ହେବ ବୋଲି କୁହାଯାଏ। (ଦେଖନ୍ତୁ ଭିଡିଓ)</p>

Related story