ଜୟପୁର: ବିଦ୍ୟୁତ୍ ଆଘାତରେ ୨ ଛାତ୍ରୀଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଗୁରୁବାର ବିଦ୍ୟୁତ୍ ଆଘାତରେ ଦୁଇ ଜଣ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଜୟପୁରସ୍ଥିତ ବିକ୍ରମ ଦେବ କଲେଜର ଛାତ୍ରାବାସ ନିକଟରେ ଘଟିଛି ଏ ଘଟଣା। ଏକ ବିଦ୍ୟୁତ୍ ଖୁଣ୍ଟରୁ ଏକ ତାର ଛିଣ୍ଡି ସେମାନଙ୍କ ଉପରେ ପଡ଼ିଥିଲା। ସେମାନେ ଏକ ଲୁଗା ଦୋକାନର କିଣାକିଣି କରି ଫେରୁଥିବା ବେଳେ ତାରଟି ଛିଣ୍ଡି ସେମାନଙ୍କ ଉପରେ ପଡ଼ିଯାଇଥିଲା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାମାତ୍ରେ ହିଁ ଛାତ୍ରୀ ଦୁଇ ଜଣ ଜଳି ଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ […]

jaipur

jaipur

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 06:00 PM IST

Sports

Latest News

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଗୁରୁବାର ବିଦ୍ୟୁତ୍ ଆଘାତରେ ଦୁଇ ଜଣ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଜୟପୁରସ୍ଥିତ ବିକ୍ରମ ଦେବ କଲେଜର ଛାତ୍ରାବାସ ନିକଟରେ ଘଟିଛି ଏ ଘଟଣା। ଏକ ବିଦ୍ୟୁତ୍ ଖୁଣ୍ଟରୁ ଏକ ତାର ଛିଣ୍ଡି ସେମାନଙ୍କ ଉପରେ ପଡ଼ିଥିଲା। ସେମାନେ ଏକ ଲୁଗା ଦୋକାନର କିଣାକିଣି କରି ଫେରୁଥିବା ବେଳେ ତାରଟି ଛିଣ୍ଡି ସେମାନଙ୍କ ଉପରେ ପଡ଼ିଯାଇଥିଲା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାମାତ୍ରେ ହିଁ ଛାତ୍ରୀ ଦୁଇ ଜଣ ଜଳି ଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ପ୍ରାଣ ହରାଇଥିବା ଦୁଇ ଛାତ୍ରୀ ହେଲେ ଜୟପୁର ବ୍ଲକ ଭେଜାଗୁଡା ଗାଁର ପ୍ରତିମା ଅମାନତ୍ୟ ଓ କୋଟପାଡ ବ୍ଲକର ପୁରୁଣାମୁଣ୍ଡିପଦର ଗାଁର କନକ ଭୂମିଆ। ସେମାନେ ଦଶହରା ଯାତ୍ରା ଦେଖିବାକୁ ପରିବାର ଲୋକଙ୍କ ସହିତ ଜୟପୁର ଆସିଥିଲେ।

ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜୟପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ କରିଥିଲେ।

ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ପହଞ୍ଚି ଦୁଇ ଛାତ୍ରୀଙ୍କ ପରିବାରକୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେ ଘଟଣାର ତଦନ୍ତ ଦାବି କରିଛନ୍ତି। ଏହା ସହିତ ସରକାର ଏହି ଦୁଇ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ଏ ଘଟଣା ପାଇଁ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି। ଦଶହରା ପାଇଁ ଲୋକେ ମନଇଚ୍ଛା ବିଦ୍ୟୁତ୍ ଖୁଣ୍ଟିଗୁଡ଼ିକରୁ ବେଆଇନ୍ ଓ ଦାୟିତ୍ୱହୀନ ଭାବେ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ଯୋଗୁଁ ଆଜି ଏଭଳି ଘଟଣା ଘଟିଗଲା ବୋଲି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story