ଜୁନ୍‌ ୨ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜୁନ୍‌ ୨ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଦିନ କେନ୍ଦ୍ରର ସଫଳତା ନେଇ ବାଲେଶ୍ୱରରେ ଏକ ସାଧାରଣସଭାରେ ଯୋଗ ଦେବେ। ଏହି ଗସ୍ତରେ ମୋଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ସଫଳତା ସମ୍ପର୍କରେ ଆଲୋକପାତ କରିବେ। ଆଜି ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।

modi

Rakesh Mallick
  • Published: Friday, 20 May 2016
  • , Updated: 28 May 2016, 06:54 AM IST

Related story