ଘରେ ପିମ୍ପୁଡ଼ି ହେଉଛନ୍ତି କି? ଜାଣନ୍ତୁ ଶୁଭ କି ଅଶୁଭ

Ordigital Desk
  • Published: Thursday, 22 March 2018
  • , Updated: 22 March 2018, 12:56 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଘରେ ବିଭିନ୍ନ ପ୍ରକାରର ପିମ୍ପୁଡି ବାହାରନ୍ତି। ଘରେ ମିଠା ଜାତୀୟ ଖାଦ୍ୟ ଥିଲେ କିମ୍ବା ବର୍ଷା ଦିନରେ ସାଧାରଣତଃ ପିମ୍ପୁଡି ବାହାରନ୍ତି। ପିମ୍ପୁଡି ଦୁଇ ପ୍ରକାରର କଳା ଓ ନାଲି । ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଯଦି ଘରେ କଳା ପିମ୍ପୁଡି ପାଟିରେ ଡିମ୍ବ ଧରି ଯାଉଥିବାର ଦେଖାଯାଏ, ତେବେ ଜାଣିବେ କିଛି ଗୋଟେ ଶୁଭ ଖବର ମିଳିବାକୁ ଯାଉଛି। ଯଦି ନାଲି ପିମ୍ପୁଡି ବାହାରନ୍ତି ତେବେ ଜାଣିବେ ଖର୍ଚ୍ଚାନ୍ତ ହେବେ ଏବଂ କିଛି ରୋଗ ହେବାକୁ ଯାଉଛି । (ଦେଖନ୍ତୁ ଭିଡିଓ)</p>

Related story