ଘରେ ରଖନ୍ତୁ ଏ ପୁଟୁଳି: କେବେ ଦେଖାଯିବନି ଅର୍ଥାଭାବ

Ordigital Desk
  • Published: Thursday, 18 January 2018
  • , Updated: 18 January 2018, 04:20 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନୀ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ। ସେଥିପାଇଁ ଆମେ କଠିନ ପରିଶ୍ରମ କରୁ। ଆଉ କିଛି ଲୋକ ଅଛନ୍ତି ଧନ ପ୍ରାପ୍ତି ପାଇଁ ଭଗବାନଙ୍କୁ ଆରାଧନା କରନ୍ତି। ଖାସ୍&zwnj; କରି ମହିଳାମାନେ ମା&#039; ଲକ୍ଷ୍ମୀଙ୍କୁ ପୂଜା କରି ଘରକୁ ସର୍ବଦା ଅର୍ଥାଭାବରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଧନସମ୍ପତ୍ତି ବୃଦ୍ଧି କରିବାର ଆଉ ଏକ ଉପାୟ ମଧ୍ୟ ଅଛି। ଧାନ, ମୁଗ, ଗହମ, ମାଣ୍ଡିଆ, ସୋରିଷ ଏବଂ କଳାରାଶିକୁ ଏକାଠି କରି ଗୋଟେ କପଡ଼ାରେ ବାନ୍ଧି ଦିଅନ୍ତୁ। ଏମିତି ଏକାଧିକ ପୁଟୁଳି କରି ଘରର ସବୁ କୋଠରୀରେ ଗୋଟେ ଗୋଟେ ରଖି ଦିଅନ୍ତୁ। ଏମିତି କଲେ ଆପଣ ଆଉ ଅର୍ଥାଭାବର ସମ୍ମୁଖୀନ ହେବେ ନାହିଁ ବୋଲି ସେମାନେ କହନ୍ତି।</p>

Related story